ସ୍ନାନଯାତ୍ରା: ଜଗିବେ ୭୯ ପ୍ଲାଟୁନ୍ ଫୋର୍ସ, ନଜର ରଖିବ ୩୦୦ ସିସିଟିଭି
ପୁରୀ: ପାଖେଇ ଆସୁଛି ସ୍ନାନଯାତ୍ରା । ପୁରା ପ୍ରଶାସନ ଏବେ ଆକ୍ସନମୋଡ଼ରେ । ସ୍ନାନଯାତ୍ରା ପୂର୍ବରୁ ପୁରୀ ଏସ୍ପି ପ୍ରତୀକ ସିଂହ ପ୍ରେସମିଟ୍ କରିଛନ୍ତି । ଏହି ପ୍ରେସମିଟରେ ପୁରୀ ପୋଲିସର ସ୍ନାନଯାତ୍ରା ପ୍ରସ୍ତୁତି ନେଇ ସବିଶେଷ ତଥ୍ୟ ରଖିଛନ୍ତି ।ପୁରୀ…
