ଆନ୍ଦୋଳନ ମୁହାଁ ଓଡିଶା କଳିଙ୍ଗ ଉତ୍କଳ ହେମାଳି ମହାସଂଘ
::ଆନ୍ଦାଳନ ମୁହାଁ ଓଡିଶା କଳିଙ୍ଗ ଉତ୍କଳ ହେମାଳି ମହାସଂଘ:: ବରଗଡ:୯/୬(ପବିତ୍ର ମେହେର) ପେଟି କଣ୍ଟାକ୍ଟର କୁ ହଟାଇ ଦିଅ, ଶ୍ରମିକଙ୍କ ପାଉଣା ଶ୍ରମିକଙ୍କୁ ମିଳୁ, ସରକାର ତମେ ଆମର ଦାବୀ ପୂରଣ କର.?O.S.W.C,C.W.C, F. C. I., P.G, ଷ୍ଟେଟ ଗଭମେଣ୍ଟ…
