ସରସ୍ବତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ
ସରସ୍ବତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ ଭଟଲି (ଅଭିମନ୍ୟୁ ପଧାନ): ଭଟଲି ସରସ୍ଵତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ସଭାପତି ରମେଶ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ମୁଖ୍ୟଅତିଥି, ପଶ୍ଚିମ ସଂଭାଗ ସମ୍ପାଦକ ତ୍ରିବିକ୍ରମ…
