Category: ବରଗଡ଼

CHCର ୨ କର୍ମଚାରୀ PhonePeରେ ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ

ଓଡ଼ିଶା ଭିଜିଲାନ୍ସ ଆଜି ବରଗଡ଼ ଜିଲ୍ଲାର ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ର ଦୁଇ ଜଣ କର୍ମଚାରୀଙ୍କୁ ୭,୦୦୦ ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଗିରଫ କରିଛି।ପଦୋନ୍ନତି ପାଇବା ପରେ, ଅଭିଯୋଗକାରୀ ଉପରୋକ୍ତ CHCରେ MPMHW (ବହୁ-ଉଦ୍ଦେଶ୍ୟ ପୁରୁଷ…

୨୫୬ ପ୍ରହର ନାମ ଯଜ୍ଞ ରେ ୫୬ ଭୋଗ ଅର୍ପଣ : ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ

୨୫୬ ପ୍ରହର ନାମ ଯଜ୍ଞ ରେ ୫୬ ଭୋଗ ଅର୍ପଣ : ଯୋଗଦେଲେ ହଜାର ହଜାର ଶ୍ରଦ୍ଧାଳୁ ଭଟଲି (ଅଭିମନ୍ୟୁ ପଧାନ):- ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପ୍ରକାଶପୁର ଠାରେ ଚାଲିଥିବା ୨୫୬ ପ୍ରହର ନାମ ଯଜ୍ଞ ରେ ଛପନ ଭୋଗ ଅର୍ପଣ…

ଉଦଯାପିତ ହେଲା ବରଗଡ଼ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”

*ଉଦଯାପିତ ହେଲା ବରଗଡ଼ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”* ବରଗଡ଼ ୩/୧୧(ପବିତ୍ର ମେହେର) ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବରଗଡ଼ର ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ “ସୁରଭି”…

ମେଧାବୀ ଛାତ୍ର ଛାତ୍ରୀ ଙ୍କ ପାଇଁ ସାଇନିଂ ଷ୍ଟାର କାର୍ଯ୍ୟକ୍ରମ ଉଦଘାଟିତ

ମେଧାବୀ ଛାତ୍ର ଛାତ୍ରୀ ଙ୍କ ପାଇଁ ସାଇନିଂ ଷ୍ଟାର କାର୍ଯ୍ୟକ୍ରମ ଉଦଘାଟିତ କଠିନ ଅଧ୍ୟବସାୟ ହିଁ ସଫଳତା ର ମୂଳମନ୍ତ୍ର ଭଟଲି :- ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ମେଧାବୀ…

ଅନ୍ତୋବାସିନୀ ଙ୍କ ଆଶୀର୍ବାଦ ଭିକ୍ଷା କଲେ ଛାତ୍ର ଛାତ୍ରୀ

ଅନ୍ତୋବାସିନୀ ଙ୍କ ଆଶୀର୍ବାଦ ଭିକ୍ଷା କଲେ ଛାତ୍ର ଛାତ୍ରୀ ଭଟଲି :- କାର୍ତିକ ମାସ ଶୁକ୍ଳ ଦଶମୀ ଶନିବାର ଦିନ ସକାଳେ ବରପାଲି ସ୍ଥିତ ଲିଟିଲ ଏଞ୍ଜେଲ ପପ୍ଲିକ ସ୍କୁଲ ର ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଜ ଶ୍ରୀଗିଡା,…

ଜନତା ହାଇସ୍କୁଲ ଭୁକ୍ତାରେ ଶ୍ରୀମତି ରୁକୁଣୀ ସେଠଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

*ଜନତା ହାଇସ୍କୁଲ ଭୁକ୍ତାରେ ଶ୍ରୀମତି ରୁକୁଣୀ ସେଠଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ବରଗଡ:୩୧/୧୦(ପବିତ୍ର ମେହେର)ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀମତି ରୁକୁଣୀ ସେଠଙ୍କୁ ଅବସରକାଳୀନ ବିଦାୟ…

ଅମ୍ବାଭୋନା ବ୍ଲକସ୍ତରୀୟ ସାଇବର ନିରାପତ୍ତା ସଚେତନତା ଅଭିଯାନ -୨୦୨୫

ଅମ୍ବାଭୋନା ବ୍ଲକସ୍ତରୀୟ ସାଇବର ନିରାପତ୍ତା ସଚେତନତା ଅଭିଯାନ -୨୦୨୫ ବରଗଡ଼:୨୯/୧୦ (ପବିତ୍ର ମେହେର):: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଛାତ୍ରାବସ୍ଥାରୁ ସାଇବର ଅପରାଧ ପ୍ରତି ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବ୍ଲକସ୍ତରୀୟ ସାଇବର ନିରାପତ୍ତା ସଚେତନତା…

ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅମ୍ବାଭୋନା ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ-୨୦୨୫ ଅନୁଷ୍ଠିତ

ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଅମ୍ବାଭୋନା ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ-୨୦୨୫ ଅନୁଷ୍ଠିତ ବରଗଡ଼:୨୯/୧୦:(ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁ୍କ୍ତାରେ ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଏବିଇଓ ଲାଲ ମୋହନ ସିଂଙ୍କ ଅଧ୍ୟକ୍ଷତାରେ…

ମୋନ୍ଥା କ୍ଷତିଗ୍ରସ୍ତଙ୍କ ସହାୟତା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ

ମୋନ୍ଥା କ୍ଷତିଗ୍ରସ୍ତଙ୍କ ସହାୟତା ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ :ବରଗଡ:୩୦/୧୦(ପବିତ୍ର ମେହେର)ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗତ ୨୮ ଓ ୨୯ ତାରିଖ ପ୍ରବଳ ପବନ ଓ ବର୍ଷା ଯୋଗୁଁ ଧାନ ଫସଲ ବିପୁଳ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଭାବିତ ଚାଷୀଙ୍କୁ ତୁରନ୍ତ…

ଅବୈଧ ବାଲି ଚୋରିକୁ ନେଇ ତାତିଲେ ତେଜାଗୋଲା ଗ୍ରାମବାସୀ

ଅବୈଧ ବାଲି ଚୋରିକୁ ନେଇ ତାତିଲେ ତେଜାଗୋଲା ଗ୍ରାମବାସୀ ଭଟଲି :- ସାରା ରାଜ୍ୟରେ ଅବୈଧ ବାଲି ଚୋରା ଚାଳାଣ ପ୍ରଚୁର ମାତ୍ରାରେ ବୃଦ୍ଧି ପାଇଛି ତାହା ପୁଣି ଲଘୁ ଖଣିଜ ସମ୍ପଦ ବିଭାଗର ଜାଣତରେ । ବିନା ଲିଜରେ ବିନା…