ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ
*ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଚାଷୀଙ୍କ ଆନ୍ଦୋଳନ ଜାରି ରହିବ* ବରଗଡ:୧୩/୧୧(ପବିତ୍ର ମେହେର)ଆଜି ଗୁରୁବାର ସଂଯୁକ୍ତ କୃଷକ ସଙ୍ଗଠନ ନେତୃତ୍ୱରେ ଚାଲିଥିବା ଚାଷୀ ଆନ୍ଦୋଳନ ଚତୁର୍ଥ ଦିନରେ l ପ୍ରକାଶ ଥାଉକି ଧାନ କାର୍ଡ ପଞ୍ଜିକରଣ ପ୍ରକ୍ରିୟାରୁ ବାଦ ପଡ଼ିଥିବା…
