ଦଧିବାମନ ମହାବିଦ୍ୟାଳୟ, ଭଟଲିରେ ଅଧ୍ୟାପକଙ୍କ ଡକ୍ଟରେଟ ଡିଗ୍ରୀ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜିତ
ଦଧିବାମନ ମହାବିଦ୍ୟାଳୟ, ଭଟଲିରେ ଅଧ୍ୟାପକଙ୍କ ଡକ୍ଟରେଟ ଡିଗ୍ରୀ ପାଇଁ ସମ୍ବର୍ଦ୍ଧନା ସଭା ଆୟୋଜିତ ଭଟଲି (ଅଭିମନ୍ୟୁ ପଧାନ):- ଦଧିବାମନ ମହାବିଦ୍ୟାଳୟ, ଭଟଲିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୩୫ତମ ସମାବର୍ତ୍ତନ ସମାରୋହରେ ଓଡ଼ିଶାର…
