ଶିକ୍ଷକ ଙ୍କୁ ମିଳିଲା ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର
ଶିକ୍ଷକ ଙ୍କୁ ମିଳିଲା ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ଭଟଲି(ଅଭିମନ୍ୟୁ ପଧାନ) :- ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଟୁକୁର୍ଲାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଦାଶ। ସେ ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆପାଲି…
