ଅତାବିରାରେ ଜନ ପ୍ରତିନିଧି ଅସନ୍ତୋଷ ଆଉ ସରକାରୀଆ ବାବୁ ମାଲେ ମାଲ
ଅତାବିରାରେ ଜନ ପ୍ରତିନିଧି ଅସନ୍ତୋଷ ଆଉ ସରକାରୀଆ ବାବୁ ମାଲେ ମାଲ ଅତାବିରା ପଂଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ପ୍ରସଙ୍ଗ ଥିଲା”ବିକଶିତ ଗାଁ ବିକଶିତ ଓଡିଶା “ଯୋଜନାର ଅନୁଧ୍ୟାନ କରିବା।ସମ୍ବିଧାନ ବିରୋଧରେ ପିସିରେ ଉବୁଡୁବୁ ହେଲାଣି ଅତାବିରା ବ୍ଲକ। ସମିତି…
