ଆନ୍ତର୍ଜାତୀୟ ଯୋଗଦିବସ ପାଲିତ
ଆନ୍ତର୍ଜାତୀୟ ଯୋଗଦିବସ ପାଲିତ ଭଟଲି ୨୧/୬ (ଅଭିମନ୍ୟୁ ପଧାନ) :- ବରଗଡ ଜିଲ୍ଲ ଅନ୍ତର୍ଗତ ଭଟଲି ରେ ଥିବା ଦଧିବାମନ ମହାବିଦ୍ୟାଳୟରେ ଶ୍ରୀମାନ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ୧୧ତମ ଆନ୍ତର୍ଜାତିୟ ଯୋଗଦିବସ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଶ୍ରୀମାନ…
