Category: ଭୁବନେଶ୍ବର

୨୬ ପରେ ବିଧାନସଭା ଶୀତ ଅଧିବେଶନ

ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ପରେ ଆରମ୍ଭ କରିବାକୁ ଆପାତତଃ ସ୍ଥିର ହୋଇଛି। ଅଧିବେଶନ କାଳରେ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ଅତିରିକ୍ତ(ସପ୍ଲିମେଣ୍ଟାରୀ) ବଜେଟ ପ୍ରସ୍ତାବ ଆଗତ କରାଯିବା ସହିତ ଖର୍ଚ୍ଚଦାବି ଆଲୋଚନା ହେବ। ପ୍ରାୟ ମାସେ ଧରି ଶୀତ…

ନିର୍ବାଚନ ପୂର୍ବରୁ ଶାହାଙ୍କ ଦୃଢ଼ୋକ୍ତି, କହିଲେ ବିହାରରେ ଏନ୍ ଡି ଏ ଭଲ ସ୍ଥିତିରେ

ବିହାରରେ ଗୁରୁବାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏକ ସାକ୍ଷାତକାରରେ ଶାସକ ଏନ୍‌ଡିଏ ରାଜ୍ୟରେ ସ୍ପଷ୍ଟ ଏବଂ ସହଜ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି କରିଛନ୍ତି ।…

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଆଜି ଧର୍ମ ମାସ କାର୍ତ୍ତିକ ଓ ପଞ୍ଚୁକର ଶେଷ ଦିନ। ଭୁବନେଶ୍ବର ବିନ୍ଦୁ ସାଗରରେ ଭୋର୍ ରୁ ଡଙ୍ଗା ବସାଇଲେ ଶହ ଶହ ଶ୍ରଦ୍ଧାଳୁ। ବିଭିନ୍ନ…

ନଦୀ କୂଳରୁ କ୍ଷତବିକ୍ଷତ ଶବ ଉଦ୍ଧାର ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି ପୋଲିସ

ନଦୀ କୂଳରୁ କ୍ଷତବିକ୍ଷତ ଶବ ଉଦ୍ଧାର ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି ପୋଲିସ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଇଚିଣ୍ଡା ଅରଡେଇ ନଦୀ କୂଳରେ ସୋମବାର ଜଣେବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା…

ଆଜିର ରାଶିଫଳ – ୫ ନଭେମ୍ବର ୨୦୨୫ (ବୁଧବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି

🌞 ଆଜିର ରାଶିଫଳ – ୫ ନଭେମ୍ବର ୨୦୨୫ (ବୁଧବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି ♈ ମେଷ (Aries): ଆଜି ଆପଣଙ୍କ ଉତ୍ସାହ ଓ ପରିଶ୍ରମ ସଫଳତା ଆଣିବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ସୁଧାରିବ। ନୂଆ ଯୋଜନାରେ ଲାଭ…

ରାଜଧାନୀରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ଖେଳାଳୀଙ୍କ କୃତିତ୍ୱ ଅର୍ଜନ

*ରାଜଧାନୀରେ ରାଜ୍ୟସ୍ତରୀୟ ରଗବି ଫୁଟବଲ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ଖେଳାଳୀଙ୍କ କୃତିତ୍ୱ ଅର୍ଜନ* (ବ୍ୟୁରୋ) ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହକ୍ରୀଡ଼ା ସଂଗଠନ ପକ୍ଷରୁ ୬୯ତମ ରାଜ୍ୟ ବିଦ୍ୟାଳୟ ସମୂହ ରଗବି ଫୁଟବଲ୍,…

ସ୍କୁଲ, କଲେଜରେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଗାନ କରିବେ ଛାତ୍ରଛାତ୍ରୀ

ଆସନ୍ତା ୭ରେ ଛାତ୍ରଛାତ୍ରୀ ଗାଇବେ ବନ୍ଦେ ମାତରମ । ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି । ସ୍କୁଲ, କଲେଜରେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଗାନ କରିବେ ଛାତ୍ରଛାତ୍ରୀ । ଓଡ଼ିଆ ଭାଷା, ସାହିତ୍ୟ…

ପଣବନ୍ଦୀ ଆଦର୍ଶଙ୍କୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରାଳୟକୁ ଚିଠି ଲେଖିଲେ ରାଜ୍ୟ ସରକାର

ରାଜ୍ୟ ସରକାର ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲାର ଓଡ଼ିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଆଦର୍ଶଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ମୁଖ୍ୟମନ୍ତ୍ରୀ…

ଆଜିର ରାଶିଫଳ

🌞 ଆଜିର ରାଶିଫଳ – ୪ ନଭେମ୍ବର ୨୦୨୫ (ମଙ୍ଗଳବାର)(ଜାଗ୍ରତ ଭାରତ ନ୍ୟୁଜ୍ ବିଶେଷ ପ୍ରସ୍ତୁତି) ♈ ମେଷ (Aries)ଆଜିର ଦିନ: ଆପଣଙ୍କ ପାଇଁ ଉତ୍ସାହ ଓ ସଫଳତାର ଦିନ। କାମରେ ନୂଆ ସୁଯୋଗ ମିଳିପାରେ। ମିତ୍ରଙ୍କ ସହ ସମୟ କାଟିବେ।…

କଳିଙ୍ଗ ଷ୍ଟାଡିୟମରେ 17 ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ଵର: ମୋ ଯୁବ ଭାରତ ସଂଗଠନ ଓଡିଶା ଶାଖା ଓ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସୋମବାରଠାରୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ 17 ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମ ଠାରେ…