ଓଡିଶାର ଗ୍ରାମାଞ୍ଚଳରେ ୪୧%ଙ୍କୁ ପାଇପ୍ ପାଣି, ଜଳ ଜୀବନ ମିସନ୍ ଲାଗି ରାଜ୍ୟକୁ ମିଳିଲା ୮୩୧ କୋଟି
ଜଳ ଜୀବନ ମିସନ୍ ଲାଗି ଓଡ଼ିଶାକୁ କେନ୍ଦ୍ର ସରକାର ୮୩୦.୮୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରତିଟି ଗ୍ରାମୀଣ ପରିବାରରେ ଟ୍ୟାପ୍ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ହାସଲ…
