ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ
ଭୂବନେଶ୍ୱର, ୨୧/୦୨ : ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ରାଜ୍ୟର ୩୧୩୩ ଟି ସେଣ୍ଟରରେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆଜି ପ୍ରଥମ ଦିନରେ ପ୍ରଥମ ଭାଷା ପରୀକ୍ଷା…
ପ୍ରଶ୍ନକାଳରୁ ବିରୋଧୀଙ୍କ କଡା ଆଭିମୁଖ୍ୟ: ୪ଟା ଯାଏଁ ଗୃହ ମୁଲତବି
ଭୂବନେଶ୍ବର: ଆଜି ବି ଚାଲିପାରିଲାନି ଗୃହ । ଗୃହ ଆରମ୍ଭରୁ ପ୍ରଶ୍ନକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି କରିଛନ୍ତି ବାଚସ୍ପତି ସୁରମା…
୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି: ପଞ୍ଚାୟତିରାଜ ମନ୍ତ୍ରୀ
ଭୂବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷର ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଏହିସମୟରେ ମଙ୍ଗଳବାର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି ହୋଇଛି। ସେ…
ଖୁବଶିଘ୍ର ଲାଗୁ ହେବ ଶିଶୁ ବାଲ ବାଟିକା ୩
ଭୂବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରେ ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ ଖୋଲାଯିବ ଶିଶୁ ବାଲ ବାଟିକା ୩ । ସୋମବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟରେ ଏନେଇ ଘୋଷଣା କରିଥିବା ବେଳେ, ମଙ୍ଗଳବାର ଏନେଇ ପ୍ରତିକ୍ରିୟା ରଖିଛନ୍ତି…
ନିଜ ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ
ଭୂବନେଶ୍ୱର, ୧୮/୦୨ : ଆଇଏଏସ ପଦରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ ସେଠୀ । ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି ନିଜର ଇସ୍ତଫା । ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ…
ଅନ୍ଧବିଶ୍ବାସକୁ ଦୂର କଲେ ରାଜ୍ୟ ସରକାର : ଏଣିକି ବସ୍ରେ ପ୍ରଥମେ ଚଢ଼ିବେ ମହିଳା ଯାତ୍ରୀ
ଭୂବନେଶ୍ୱର, ୧୯/୦୨ : ବସ ଯାତ୍ରା ଆରମ୍ଭ ବେଳେ ଯଦି ପ୍ରଥମ ଯାତ୍ରୀ ଭାବେ ଜଣେ ମହିଳା ଉଠନ୍ତି, ତେବେ ମା’ କାଳୀ କୋପ କରିବେ । ଗାଡିର ଚକା ଫାଟିବ, ଦୁର୍ଘଟଣା ହେବ । ଏପରିକି ଯଦି ଜଣେ ଋତୁସ୍ରାବ…
୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
ଭୂବନେଶ୍ବର: ଓଡ଼ିଶାର ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ରବିବାର ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଦଳ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି ପାଇଁ ନବକିଶୋର ଶବର…
କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର : ଉଦଘାଟନ କଲେ ଡକ୍ଟର ଅଚ୍ୟୁତ ସାମନ୍ତ
ଭୂବନେଶ୍ୱର, ୧୬/୦୨ : ପୁରୀ ଜିଲ୍ଲାରେ ଥିବା ଦୋକନ୍ଦା ହାଇସ୍କୁଲ ପରିସରରେ କିମ୍ସ ପକ୍ଷରୁ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ । ଏହାକୁ ଉଦଘାଟନ କରିଥିଲେ କିଟ୍ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଏଥିରେ…
ନାଲକୋ ପକ୍ଷରୁ ସର୍ବଭାରତୀୟ ଭେଣ୍ଡର ମିଟ ୨୦୨୫ ଆୟୋଜିତ
ଭୂବନେଶ୍ଵର, ୧୨/୦୨ : ନାଲକୋ ପକ୍ଷରୁ ଆଜି ଭୁବନେଶ୍ଵରସ୍ଥିତ ନାଲକୋ ରିସର୍ଚ ଆଣ୍ଡ ଟେକ୍ନୋଲୋଜିସେଣ୍ଟର ଠାରେ ‘ଏକତାରେ ପ୍ରଗତି’ଥିମ୍ ଉପରେ ଆଧାରିତସର୍ବଭାରତୀୟ ଭେଣ୍ଡର ମିଟ ୨୦୨୫ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ନାଲକୋକୁବିଭିନ୍ନ ଆନୁଷଙ୍ଗିକ ଏବଂ ଉପଯୋଗୀ ଅଂଶ, କଞ୍ଚାମାଲ ଓ ଅନ୍ୟାନ୍ୟ ସାମଗ୍ରୀ…
