Category: ଭୁବନେଶ୍ବର

ନୂଆବର୍ଷ ପୂର୍ବରୁ ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୂବନେଶ୍ବର, ୩୧/୧୨ : ନୂଆବର୍ଷ ପୂର୍ବରୁ ଆଇପିଏସ ଅଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି କରାଇଛନ୍ତି । ପୂର୍ବରୁ…

୨୦୨୫ରେ ୩ଥର ମିଳିବ ସୁଭଦ୍ରା ଟଙ୍କା : ଉପମୁଖ୍ୟମନ୍ତ୍ରୀ

ଭୂବନେଶ୍ଵର, ୩୦/୧୨ : ୨୦୨୫ରେ ମହିଳାଙ୍କୁ ୩ ଥର ସୁଭଦ୍ରା ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ତାରିଖ ଏବଂ ରକ୍ଷା ବନ୍ଧନରେ ସୁଭଦ୍ରା ଟଙ୍କା ମିଳିବ। ଜାନୁଆରୀ ମାସ ପ୍ରଥମ ସପ୍ତାହରେ ପୁରା ସର୍ଭେ ସରିବ।…

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଯୋଜନା : ଜାଣନ୍ତୁ କେମିତି କରିବେ ଆବେଦନ

ଭୂବନେଶ୍ବର, ୩୦/୧୨ : ରାଜ୍ୟରେ ଫେବୃଆରୀରୁ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଯୋଜନା । ଆୟୁଷ୍ମାନ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟବାସୀ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ…

ମାସିକ ୧୦ ହଜାର ଟଙ୍କା ପେନସନ ପାଇବେ ୭୫୬ ଜଣ ସାମ୍ବାଦିକ

ମାସିକ ୧୦ ହଜାର ଟଙ୍କା ପେନସନ ପାଇବେ ୭୫୬ ଜଣ ସାମ୍ବାଦିକ ଭୁବନେଶ୍ଵର, ୨୯.୧୨ : ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ପ୍ରେସ୍ ଏକାଡ଼େମୀ ଜରିଆରେ ରାଜ୍ୟର ୩୨ ଲୋକ ସମ୍ପର୍କ ଜିଲ୍ଲାରୁ ମିଳିଥିବା ତଥ୍ୟ ଆଧାରରେ ପ୍ରଥମ ପର୍ଯ୍ୟାୟରେ ୭୫୬…

ମିଳିବ କ୍ଷୟକ୍ଷତି; ବୀମା ସହାୟତା ପାଇଁ କ୍ଷତିର ୭୨ ଘଣ୍ଟା ମଧ୍ୟରେ ସୂଚନା ଦେବାକୁ ପରାମର୍ଶ

ଭୂବନେଶ୍ଵର: ଅଦିନିଆ ବର୍ଷା ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାର ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅମଳ ଧାନ ବ୍ୟାପକ ନଷ୍ଟ ହୋଇଛି । ଧାନ ଖଳା ଓ ବିଲରେ ବର୍ଷା ପାଣି ଜମି ଧାନ ଓଦା ହୋଇ ଗଜା ହୋଇଯାଇଛି…

୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୧୨ : ଦୀର୍ଘ ୬ ବର୍ଷ ପରେ ୨୦୨୫ ରୁ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଏନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଛାତ୍ର ନିର୍ବାଚନ ନେଇ…

ବିଜେଡିର ପ୍ରତିଷ୍ଠା ଦିବସରେ ପରାଜୟର କାରଣ କହିଲେ ନବୀନ

ଭୂବନେଶ୍ୱର, ୨୬/୧୨ : ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡ଼ିଶା ବାସୀଙ୍କ ସେବା କରି ଚାଲିବ । ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡିଶାର ଗୌରବ ପାଇଁ କାମ କରି ଚାଲିବ । ବିଜେଡିର ୨୮ ତମ…

ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କଲେ କିସ ଝାଡ଼ଖଣ୍ଡର ଛାତ୍ରଛାତ୍ରୀ

ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କଲେ କିସ ଝାଡ଼ଖଣ୍ଡର ଛାତ୍ରଛାତ୍ରୀ ଭୂବନେଶ୍ୱର, ୨୬/୧୨ : ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଝାଡ଼ଖଣ୍ଡର କିସ ଛାତ୍ରଛାତ୍ରୀ । ଏହା ପୂର୍ବରୁ ରାଜ୍ୟପାଳ ରଘୁବର ଦାସ କିସ୍‍ ପରିଦର୍ଶନ…

ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ ସରୁକ୍ଷା ବ୍ଯବସ୍ଥା କଡ଼ାକଡ଼ି

ଭୂବନେଶ୍ୱର : ଟ୍ବିନ ସିଟିରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ । ଏ ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି । ରୋଡ୍ ରୋମିଓଙ୍କ ଉପରେ…

କେଉଁଠି ରାଜନୀତି କରିବେ ରଘୁବର? ଝାଡ଼ଖଣ୍ଡ ନା ଦିଲ୍ଲୀ

ନୂଆଦିଲ୍ଲୀ: ଓଡିଶା ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚାଲିଛି ରାଜନୈତିକ କଳ୍ପନାଜଳ୍ପନା। ଭାରତୀୟ ଜନତା ପାର୍ଟି ରାଜ୍ୟରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସଂଗଠନ ମଜବୁତ କରୁଥିବା ସମୟରେ ଶ୍ରୀ ଦାଶ ଇସ୍ତଫା…