Category: ଭୁବନେଶ୍ବର

ଅପରାଜିତାଙ୍କ ବ୍ୟାଗ୍ ଉପହାର: ମୁଣ୍ଡରେ ହାତ ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଏବେ ଜାତୀୟ ରାଜଧାନୀରେ ଚାଲିଛି ରୋଚକ ରାଜନୀତି । ଅନନ୍ୟ ଢଙ୍ଗରେ ବିରୋଧ କରୁଛନ୍ତି ବିଭିନ୍ନ ଦଳ । କେତେବେଳେ ଟିସାର୍ଟ,ବ୍ୟାଗ୍, ମାସ୍କରେ ବିରୋଧୀଙ୍କୁ ଆକ୍ଷେପ କରି ରାଜନୈତିକ ସ୍ଲୋଗାନ୍ ଲେଖାହେଲାଣି ତ ଆଉ କେତେବେଳେ ମାସ୍କରେ ମୋଦି ବିରୋଧ…

୨୯ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ

ଭୂବନେଶ୍ୱର,୨୦/୧୨: ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ । ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଗସ୍ତରେ ଶାହ ଓଡ଼ିଶାରେ ପହଞ୍ଚିବେ । ସମ୍ବଲପୁରରେ ତାଙ୍କର କାର୍ଯ୍ୟକ୍ରମ ଅଛି । ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଆସୁଛନ୍ତି ।…

ଆସନ୍ତା ୨୮ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍

ଭୂବନେଶ୍ୱର, ୨୦/୧୨ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍। ଏଥିରେ ଅଂଶଗ୍ରହଣ କରୁଥିବା ଓଡିଶା ଭିତ୍ତିକ ଫ୍ରାଞ୍ଚାଇଜ କଳିଙ୍ଗ ଲାନ୍ସର୍ସର ଜର୍ସି, ମାସ୍କଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚନ ହୋଇଛି। ଦୁଇଟି ଜର୍ସି ରହିଛି…

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ଚଢ଼ାଉ

ଭୂବନେଶ୍ୱର, ୨୦/୧୨ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। କେଉଁ କାରଣ ଯୋଗୁ ଇଡି ନିରଞ୍ଜନଙ୍କ ଘରେ…

ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍ : ଆଇନ ମନ୍ତ୍ରୀ

ଭୂବନେଶ୍ଵର, ୨୦/୧୨ : ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍। ଲୋକଙ୍କ ଧର୍ମୀୟ ଭାବନାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଗୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ତିଆରି ହେବ। ୨ ରୁ ୩…

ଆଜିଠୁ ୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ୱର, ୧୯/୧୨ : ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ୫ ଦିନିଆ ରାଜସ୍ଥାନ ଓ ଦିଲ୍ଲୀ ଗସ୍ତରେ ଯିବେ । ୨୧ ଯାଏଁ ରାଜସ୍ଥାନରେ ରହିବେ ପରେ ଦିଲ୍ଲୀରେ ୫୫ତମ ଜିଏସଟି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ୨୧ତାରିଖ…

୨୬ରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ : ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଲେ ନବୀନ

ଭୂବନେଶ୍ବର, ୧୯/୧୨ : ଆସନ୍ତା ୨୬ ତାରିଖରେ ବିଜେଡି ୨୮ ବର୍ଷରେ ପଦାର୍ପଣ କରିବ। ସବୁ ନିର୍ବାଚନମଣ୍ଡଳୀରେ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖି ବିଜେଡି ସଭାପତି ନବୀନ ପଟ୍ଟନାୟକ ଅବଗତ କରାଇଛନ୍ତି।…

ଭଡ଼ା ଘର ଛାଡ଼ିବା ପାଇଁ ୧୫ ଦିନ ପୂର୍ବରୁ ନୋଟିସ ବାଧ୍ୟତାମୂଳକ : ହାଇକୋର୍ଟ

ଭୂବନେଶ୍ୱର, ୧୯/୧୨ : ଘର ଭଡ଼ା ନେଇ ରହୁଥିବା ଲୋକଙ୍କୁ ଘର ଛଡ଼ାଇବାର ୧୫ଦିନ ପୂର୍ବରୁ ନୋଟିସ ଦିଆଯିବା କଥା। ସମ୍ପତ୍ତି ସ୍ଥାନାନ୍ତର ଆଇନର ଧାରା ୧୦୬ରେ ଏହା ମଧ୍ୟ ଉଲ୍ଲେଖ ରହିଛି। ଘର ଛାଡିବା ପାଇଁ ସର୍ବନିମ୍ନ ୧୫ଦିନ ପୂର୍ବରୁ…

ଡିସେମ୍ବର ୧୫ରୁ ସୋଆରେ ଆରମ୍ଭ ହେବ ଓଡ଼ିଶା ଓପନ୍ ଓ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ

ଭୂବନେଶ୍ୱର: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ୮ ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ ୨୫ଟି ଦେଶର…

୬ରୁ ପୁଣି ଖସିବ ତାପମାତ୍ରା, ବଢ଼ିବ ଶୀତ

ଭୂବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ରାଜ୍ୟରେ ପରବର୍ତ୍ତୀ ୩ ଦିନରେ ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ…