Category: ଭୁବନେଶ୍ବର

ଅନୁଗୋଳ ଜିଲ୍ଲା ସମେତ ସାରା ରାଜ୍ୟରେ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ, ଅନୁଗୋଳରେ ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ

ଦୁଇ ଦିନ ଧରି ଅନୁଗୋଳ ଜିଲ୍ଲା ସମେତ ସାରା ରାଜ୍ୟରେ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ଯାଇଛି। ରାଜ୍ୟର ବହୁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବ୍ରିଜ ଉପର ଦେଇ ପାଣି ଯାଉଥିବା ବେଳେ ଅତ୍ୟଧିକ ବର୍ଷା…

ନବୀନଙ୍କ ବଡ ନିଷ୍ପତ୍ତି, ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ ହେବେ ଡେଲିଭରି ବୟ ଆଦି ପଚାଶଟି ବର୍ଗ

ଭୁବନେଶ୍ବର: ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ…

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତଙ୍କ ୭ ଦିନିଆ ଓଡିଶା ଗସ୍ତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୭ ଦିନିଆ ଓଡିଶା ଗସ୍ତରେ ଆସି ଜୁଲାଇ ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଁଚିବେ। ଡ. ଭାଗବତ ୭ ଦିନ ଓଡିଶା ଗସ୍ତ ସମୟରେ ସ୍ୱାମୀ ବିବେକାନନ୍ଦ କେନ୍ଦ୍ରର କାର୍ଯ୍ୟକ୍ରମରେ ଯୋଗଦେବା…

ବିୟୁଟିସିଆନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବିୟୁଟିସିଆନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଭୁବନେଶ୍ୱର – ଏକତା ଟ୍ରଷ୍ଟ, ହେଡ ଟ୍ରେନର ଓ ବିଜେପି ପ୍ରଶିକ୍ଷଣ ସେଲର ମିଳିତ ସହଯୋଗରେ ଘରେ ବସି ଥିବା ମହିଳା, ଯୁବତୀଙ୍କ ଆର୍ଥିକ ଅଭିଭୂଦ୍ଧି କରିବା ଲାଗି ସେମାନଙ୍କୁ ବିୟୁଟି ପାର୍ଲର ସ୍ଥାପନ କରିବା,…

ଅଗଷ୍ଟ ୬ରେ ହେବାକୁ ଥିବା ଅମିନ ପରୀକ୍ଷା ୨୦କୁ ଘୁଞ୍ଚିଲା

ଅଗଷ୍ଟ ୬ରେ ହେବାକୁ ଥିବା ଅମିନ ପରୀକ୍ଷା ୨୦କୁ ଘୁଞ୍ଚିଲା ଭୁବନେଶ୍ୱର: ଅଗଷ୍ଟ ୬ରେ ହେବାକୁ ଥିବା ଅମିନ ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଅନିର୍ବାର୍ୟ୍ୟ କାରଣ ଯୋଗୁଁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଓଡ଼ିଶା ରାଜ୍ୟ ପ୍ରବରଣ…

କେନ୍ଦ୍ର ପକ୍ଷରୁ ଓଡ଼ିଶା ପୋଲିସକୁ ୨ଟି ପୁରସ୍କାର

କେନ୍ଦ୍ର ପକ୍ଷରୁ ଓଡ଼ିଶା ପୋଲିସକୁ ୨ଟି ପୁରସ୍କାର ଓଡ଼ିଶା ପୋଲିସ ମୁଖ୍ୟାଳୟକୁ ୨ଟି କେନ୍ଦ୍ରୀୟ ପୁରସ୍କାର। ଇ-ମାର୍କେଟିଂ କ୍ଷେତ୍ରରେ ସଫଳତା ପାଇଁ ମିଳିଲା ପୁରସ୍କାର । ସର୍ବାଧିକ ଅର୍ଡରରେ ପ୍ରଥମ ଓ ଉନ୍ନତ ସେବାରେ ତୃତୀୟ ପୁରସ୍କାର। ପ୍ରୋଭିଜନିଂ IG ଯତୀନ୍ଦ୍ର…

ତୃତୀୟ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ଡା

୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଟିମ୍‌ ଘୋଷଣା ହୋଇଛି। ଜାରି ହେଲା ବିଜେପି କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା,୩୮ ଜଣିଆ ନୂଆ ଟିମ୍ ଘୋଷଣା କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା, ବୈଜୟନ୍ତ ପଣ୍ଡା ପୁଣି ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ତୃତୀୟ…

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା କଲା ବୋର୍ଡ। ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା। Post Views: 14

ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ…

ସର୍ପାଘାତ ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ

ସର୍ପାଘାତ ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଭେନମ୍ ମହଜୁଦ ରଖିବା ସହ ଔଷଧ ଓ ଟେଷ୍ଟିଂ ମାଗଣା ଯୋଗାଇବାକୁ କୁହାଯାଇଛି। ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ଦେବେ। Post Views:…