ଭୁବନେଶ୍ବର ଏମ୍ସର ସାଟେଲାଇଟ୍ ସେଣ୍ଟର ଉଦ୍ଘାଟନ କଲେ ରାଷ୍ଟ୍ରପତି
ଭୁବନେଶ୍ୱର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ହସ୍ପିଟାଲ ପରିସରରେ ଭୁବନେଶ୍ବର ଏମ୍ସର ସାଟେଲାଇଟ୍ ସେଣ୍ଟର ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଦ୍ଘାଟନ ଅବସରରେ ଡାକ୍ତର ଓ ରୋଗୀଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି। ମାଗଣା ସ୍ବାସ୍ଥ୍ୟ ଶିବିରର ମଧ୍ୟ ଉଦ୍ଘାଟନ…
