Category: ଭୁବନେଶ୍ବର

ଜୁନ ୩୦ ସୁଦ୍ଧା ନିଗମ ନିଯୁକ୍ତି !

ଭୁବନେଶ୍ୱର: ବୋର୍ଡ – ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁନ ୧ ତାରିଖରେ ପବ୍ଲିକ ଏଣ୍ଟରପ୍ରାଇସ ବିଭାଗ ପକ୍ଷରୁ ପିଏସୟୁରେ ନିଯୁକ୍ତି ନେଇ ଚିଠି ଦିଆଯାଇଛି । ଜୁନ ୩୦ ସୁଦ୍ଧା ପିଏସୟୁ ଗୁଡିକରେ…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଘରେ ଭିଜିଲାନ୍ସର ଚଢାଉ । ସ୍ୱତନ୍ତ୍ର ବିଚାରପତି , ଭିଜିଲାନ୍ସ , ଭୁବନେଶ୍ୱରଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ…

ଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ: ଚାରା ରୋପଣ କଲେ ରାଜ୍ୟପାଳ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ଆଜି ଲୋକ ଭବନ ପରିସରସ୍ଥ ଅଟଳ ବନରେ ଚାରା ରୋପଣ କରିଛନ୍ତି। ଏହି…

ଉତ୍କଳ ଗ୍ୟାଲେରିଆରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଉତ୍କଳ ଗ୍ୟାଲେରିଆ ମଲ୍‌ର ‘ପିଭିଆର ସିନେମାସ’ (PVR Cinemas) ଠାରେ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରସିଦ୍ଧ ସିନେ ତାରକା…

ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ନିର୍ମାଣ ହେବ ୫ ମହଲା ଚାନ୍ଦୁଆ ବଜାର

ଭୁବନେଶ୍ବର: ଓଡ଼ିଶାର କଳା, ଐତିହ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପ୍ରତୀକ ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଆଜି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର…

ଆଜିର ରାଶିଫଳ

ଆଜି ଶନିବାର, ୬ ଜୁନ୍ ୨୦୨୬। ‘ଜାଗ୍ରତ ଭାରତ ନ୍ୟୂଜ୍’ ପାଇଁ ବାରୋଟି ରାଶିର ସମ୍ପୂର୍ଣ୍ଣ ରାଶିଫଳ ନିମ୍ନରେ ପ୍ରଦାନ କରାଗଲା: ମେଷ (Aries) ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଆଶାତୀତ ଲାଭ…

ରାଜ୍ୟସ୍ତରୀୟ ଅବକାରୀ ଅଧିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ ଫଳରେ ବିଗତ ଦୁଇ ବର୍ଷ ମଧ୍ୟରେ ରେକର୍ଡ ପରିମାଣରେ ବେଆଇନ ନିଶାଦ୍ରବ୍ୟ ଓ ମାଦକ ସାମଗ୍ରୀ ଜବତ ହେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏଥି ସହିତ ସଚେତନତା କାର୍ଯ୍ୟକ୍ରମ…

ଶ୍ରୀକ୍ଷେତ୍ରରେ ଅତ୍ୟାଧୁନିକ ତାଳବଣିଆ ଥାନାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୧୯୫ କୋଟିର ପୋଲିସ ଭିତ୍ତିଭୂମି ଲୋକାର୍ପିତପୋଲିସବାହିନୀର ସଶକ୍ତୀକରଣ: ଭୁବନେଶ୍ୱର, କଟକ ଓ ଯାଜପୁରରେ ୬୫୮ଟି ପୋଲିସ ଆବାସିକ ଗୃହ ନିର୍ମିତ ଚାପମୁକ୍ତ ରହି ସେବା ଯୋଗାଇବେ ପୋଲିସ କର୍ମଚାରୀ; ବାସଗୃହ ସମସ୍ୟାର ସମାଧାନକୁ ସରକାରଙ୍କ ପ୍ରାଥମିକତାସାଧାରଣ ଲୋକଙ୍କ ପାଇଁ ବନ୍ଧୁ…

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

ଆଇଜିଆଇଟି ସରାଙ୍ଗକୁ ‘ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା’ ଦେବା ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର: ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ବିକାଶ ତଥା ଢେଙ୍କାନାଳ ଓ ଅନୁଗୋଳ ଭଳି ଶିଳ୍ପାଞ୍ଚଳର ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ…

ଆଜିର ରାଶିଫଳ

ଆଜିର ରାଶିଫଳ (୫ ଜୁନ୍ ୨୦୨୬, ଶୁକ୍ରବାର) ଜାଗ୍ରତ ଭାରତ ନ୍ୟୂଜ୍ ପାଠକବୃନ୍ଦଙ୍କ ପାଇଁ ଆଜିର ଦିନଟି କିପରି ରହିବ, ଆସନ୍ତୁ ଜାଣିବା: ମେଷ ବୃଷ ମିଥୁନ କର୍କଟ ସିଂହ କନ୍ୟା ତୁଳା ବିଛା ଧନୁ ମକର କୁମ୍ଭ ମୀନ Post…

You missed