Category: ମାଲକାନଗିରି

ଆତ୍ମସମର୍ପଣ କଲେ ୧୭ ମାଓବାଦୀ; ଆର୍ଥିକ ସହାୟତା ସହ କରାଯିବ ଆତ୍ମନିର୍ଭରଶୀଳ

ମାଲକାନଗିରି: ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।’ଅପରେସନ୍ ଚେୟୁଥା’ ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା…

୧୮ ନକ୍ସଲଙ୍କ ଆତ୍ମସମର୍ପଣ;ମୁଣ୍ଡ ଉପରେ ଥିଲା ୩୯ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ଏନକାଉଣ୍ଟରରେ ଭୟ ଘାରିଛି ନକ୍ସଲଙ୍କୁ । ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୋଲିସ ନିକଟରେ ୪ ହାର୍ଡକୋର ନକ୍ସଲ ସମେତ ୧୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୁଇ ନକ୍ସଲଙ୍କ ନାଁରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଛି…

୫ ମାଓବାଦୀ ଗିରଫ; ମୁଣ୍ଡ ଉପରେ ଥିଲା ୩୬ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୀମାରୁ ଗଡ଼ଚିରୋଲି ଅଂଚଳରେ ୫ ମାଓବାଦୀକୁ ଗିରଫ । ସେମାନଙ୍କ ନାଁରେ ସରକାର ୩୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଗିରଫମାନଙ୍କ ମଧ୍ୟରେ ଜଣେ ଡିଭିସିଏମ ସଦସ୍ୟ, ଜଣେ ଏସିଏମ ଏବଂ ଅନ୍ୟ ୩ ଜଣ…

୩୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରୀ କୋତ୍ତାଗୁଡେମ ଜିଲ୍ଲା ଏସପିଙ୍କ ନିକଟରେ ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।ତେଲଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ ୩୮ ଜଣ ମାଓବାଦୀ ଛତିଶଗଡ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି । ସେମାନେ ନକ୍ସଲବାଦ…

ଜଙ୍ଗଲରେ ମାଓ ଡମ୍ପ୍ ଠାବ: ୩ ଲ୍ୟାଣ୍ଡମାଇନ ଓ ବୋମାକୁ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ସୁରକ୍ଷା ବାହିନୀଙ୍କୁ ମିଳିଲା ବଡ ସଫଳତା । ମାଓ ସାମଗ୍ରୀ ଲୁଚାଇ ରଖିଥିଲେ ମାଓବାଦୀ । ସର୍ଚ୍ଚ କରି ମାଓବାଦୀଙ୍କ ଏକ ଡମ୍ପ୍ ଖୋଜି ବାହାର କରିଛନ୍ତି ସୁରକ୍ଷା ବାହିନୀ । ସୀମାନ୍ତ ଛତିଶଗଡ଼ ଧମତରି ଜିଲ୍ଲାରେ ଏକ ମାଓ…

ମାଓ ଡ଼ମ୍ପ ଉଦ୍ଧାର : ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ ଜାରି

ଭୂବନେଶ୍ୱର, ୨୫/୦୪ : ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ…

୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଭୂବନେଶ୍ୱର, ୩୦/୦୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ୫୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ସେମାନଙ୍କ ନାଁରେ ୬୮ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଅନେକ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ସକ୍ରିୟ ଥିଲେ ସରେଣ୍ଡର ମାଓବାଦୀ ।ବିଜାପୁର ଏବଂ…

ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ୧୭ ଲାଲବାହିନୀ ନିହତ

ଭୂବନେଶ୍ୱର, ୩୦/୦୩ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଯବାନଙ୍କ ଗୁଳିରେ ୧୭ ମାଓବାଦୀ ଟଳିପଡ଼ିଛନ୍ତି । ଡିଆରଜି ଓ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ୨…

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ : ୨ ମାଓବାଦୀ ନିହତ, ଜଣେ ଯବାନ ସହିଦ

ଭୂବନେଶ୍ୱର, ୨୦/୦୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ । ୨ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ଭାଙ୍ଗୁଛି ମାଓ ଗଡ; ଆତ୍ମସମର୍ପଣ କଲେ ୬୪ ଜଣ ମାଓବାଦୀ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଲଗାତାର ମାଓ ଅପରେସନ କାରଣରୁ ଚଳିତ ବର୍ଷ ତେଲେଙ୍ଗାନା ପୋଲିସ ନିକଟରେ ୧୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି । ରବିବାର ମଧ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି…