ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ବଣ୍ଡା ଶ୍ରମିକ ମାନଙ୍କ ପରିବାର ବର୍ଗଙ୍କ ପାଇଁ କ୍ଷତି ପୂରଣ ଦାବୀ କଲା ରାଷ୍ଟ୍ରୀୟ ବିକାଶ ସେନା
ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ବଣ୍ଡା ଶ୍ରମିକ ମାନଙ୍କ ପରିବାର ବର୍ଗଙ୍କ ପାଇଁ କ୍ଷତି ପୂରଣ ଦାବୀ କଲା ରାଷ୍ଟ୍ରୀୟ ବିକାଶ ସେନା। ସରକାର ଆଦିବାସୀ ମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି। ସେଥିପାଇଁ…
