Category: Crime

ଲାଞ୍ଚ ନେଇ ଗିରଫ ହେଲେ ଆଇଆଇସି

କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି କୋର୍ଟରେ ମାମଲା ଡାଏରୀ ଦାଖଲ କରିବା ପାଇଁ ଉକ୍ତ ପିଏସ୍‌ରେ ପୂର୍ବରୁ ପଞ୍ଜୀକୃତ ଏକ…

ଡାଲିପଡିବା ଘଟଣାରେ ଅନ୍ୟଛାତ୍ରମାନେ ହତ୍ୟା କରିଥିବା ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂ କହିଲେ

ଭୁବନେଶ୍ୱର: କିସ୍‌ରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣା । ଉପରେ ଡାଲିପଡିବା ଘଟଣାରେ ଅନ୍ୟଛାତ୍ରମାନେ ହତ୍ୟା କରିଥିବା ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂ କହିଛନ୍ତି । ବିଦ୍ୟାଳୟ ପରିସରରେ କିଛି ଛାତ୍ର ଜୋକର ଗ୍ୟାଙ୍ଗ ଗଢିଥିଲେ । ସେମାନେ…

ଜୁନାଗଡ ପୋଲିସ କୁ ବଡ଼ ସଫଳତା,ଡକାୟତି ମାମଲାରେ ତିନି ଗିରଫ ବନ୍ଧୁକ ସହ ଗୁଲି ଜବତ

ଜୁନାଗଡ ପୋଲିସ କୁ ବଡ଼ ସଫଳତା,ଡକାୟତି ମାମଲାରେ ତିନି ଗିରଫ ବନ୍ଧୁକ ସହ ଗୁଲି ଜବତ ଜୁନାଗଡ଼ ଥାନା ଅଞ୍ଚଳରେ ସୋମବାର ଦିନ ରାତିରେ ଏକ ଡକାୟତି ମାମଲାରେ ଜୁନାଗଡ଼ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ…

ଖଣି ବିଭାଗର ଚଢାଉ, ଟ୍ରକ୍ ସହ ମାଙ୍ଗାନିଜ ଜବତ୍, କିନ୍ତୁ ମାଫିଆ ମାନେ ଫେରାର୍

ଖଣି ବିଭାଗର ଚଢାଉ, ଟ୍ରକ୍ ସହ ମାଙ୍ଗାନିଜ ଜବତ୍, କିନ୍ତୁ ମାଫିଆ ମାନେ ଫେରାର୍ କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟର ଖଣିଜ ସମ୍ପଦ ଭରିରହିଛି। ଏବଂ ଏହି…

ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର

ପୁରୀ : ପୁଣି ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର । ପୁରୀ ନୀଳାଚକ୍ର ନଗରରେ ଥିବା ବ୍ରାଉନ ସୁଗାର ବେପାରୀ ଟିକି ଖାନ୍ ଙ୍କ ଘର ଭାଙ୍ଗିଲା ପ୍ରଶାସନ । ଦୁଇଟି ଜେସିବି ସାହାଯ୍ୟରେ ଘର ଭଙ୍ଗାଯାଉଛି ।ଡିସେମ୍ବର ୪…

କଟକରୁ ୧୨ ଲକ୍ଷର ବ୍ରାଉନସୁଗାର ଜବତ

କଟକରୁ ୧୨ ଲକ୍ଷର ବ୍ରାଉନସୁଗାର ଜବତ କଟକ: କଟକ ଜଗତପୁର ଛକରୁ ୧୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର ଜବତ କରିବା ସହ ବେପାରୀକୁ ଧରିଲା ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୬୦ ହଜାର ଟଙ୍କା।…

ଭଦ୍ରାସାହି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ କଳା କନା ବୁଲାଇଲେ ଦୃର୍ବୁତ୍ତ

ଭଦ୍ରାସାହି ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ କଳା କନା ବୁଲାଇଲେ ଦୃର୍ବୁତ୍ତ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ଅସାମାଜିକ ଲୋକଙ୍କ ପଦୃଭାବ ବଢ଼ିବାରେ ଲାଗିଛି ଓ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି। ସେଇଭଳି ଏକ ଅପ୍ରୀତିକର…

ଅନୁଗୋଳ ଚିତା ବାଘ ମୃତ୍ୟୁ ଘଟଣାରେ ଫାସ ବସାଇଥିବା ବ୍ୟକ୍ତିଙ୍କୁ ଗିରଫ

ଅନୁଗୋଳ – ୧୧.୧୨.୨୦୨୫ରେ ଚିତାବାଘ ଫାଶ ମୃତ୍ୟୁ ମାମଲାରେ ଜଣେ ବ୍ୟକ୍ତିଙ୍କ ଗିରଫଦାରୀକୁ ରେକର୍ଡ କରିଛି। ଏହା ଏକ କ୍ଲଚ୍ ତାର ଫାଶ ଜବତକୁ ଆହୁରି ଚିତ୍ରଣ କରିଛି ଏବଂ ୦୯.୧୨.୨୦୨୫ରେ ଚିତାବାଘ ଫାଶରେ ଫସି ରହିଥିବା ସ୍ଥାନକୁ ସୂଚିତ କରିଛି।…

ଅଭୟାରଣ୍ୟରୁ ତିନି ଜଣ ଶିକାରୀ ଗିରଫ

ବାଲେଶ୍ୱର, ୧୩/୧୨ : ବାଲେଶ୍ୱର ଜିଲ୍ଲାର କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟରୁ ତିନି ଜଣ ଶିକାରୀଙ୍କୁ ଗିରଫ କରାଯାଇଛି | ବନ ବିଭାଗ ଦ୍ୱାରା ଅଭୟାରଣ୍ୟରେ ସ୍ଥାପିତ AI (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କ୍ୟାମେରା ସହାୟତାରେ ଏହି ସଫଳତା ମିଳିଛି | ଗିରଫ ଶିକାରୀମାନଙ୍କ…

୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ

କଟକ : ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବରିଷ୍ଠ ଓଏଏସ ଅଫିସରଙ୍କୁ ଠକେଇ ଅଭିଯୋଗ । ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ । ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ…