Category: Crime

ଜି.ଉଦୟଗିରିରୁ କଲରାପତରିଆ ବାଘଛାଲ ସହ ଦେଶୀ ବନ୍ଧୁକ ଜବତ, ୨ ଗିରଫ

କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛନ୍ତି ବନ୍ୟ ଜୀବଜନ୍ତୁ । ପୁଣି ସେହିଭଳି ଏକ ଖବର ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନ ଅଞ୍ଚଳ ବାବା ଛକ ଠାରୁ କଲରାପତରିଆ ବାଘ…

କାରରୁ ୮୮ କେଜି ରୂପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ

ଗଞ୍ଜାମ: ଚାରା ଚାଲାଣ ବେଳେ ଜବତ ହେଲେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ବାଟରେ ମାଡି ବସିଲା ବ୍ରହ୍ମପୁର ପୋଲିସ । ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ ।…

୪୨ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ଭୂବନେଶ୍ୱର, ୨୯/୧୧ : କାରରୁ ୪୨ କେଜି ବେଆଇନ ଗଞ୍ଜେଇ ଜବତ । ୟୁପି ରାଜ୍ୟ ମଥୁରା ଜିଲ୍ଲାର ନିତିନ କୁମାର ଓ ବିନୋଦ କୁମାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ ପୋଲିସ। ତାଙ୍କ ଠାରୁ ୨ଟି…

କେନ୍ଦୁଝର ଜିଲ୍ଲାର ଯୋଡା ଅଞ୍ଚଳରେ ସାମ୍ନାକୁ ଲଜ୍ଜ୍ୟାଜନକ ଘଟଣା

କେନ୍ଦୁଝର ଜିଲ୍ଲାର ଯୋଡା ଅଞ୍ଚଳରେ ସାମ୍ନାକୁ ଲଜ୍ଜ୍ୟାଜନକ ଘଟଣା। ଏମିତି ଏକ ଲୋମହର୍ଷଣ କାରି ଘଟଣା ସାମ୍ନାକୁ ଆସିଛି ଯାହା ଅମାନବୀୟତା ସମସ୍ତ ସୀମା ପାର୍ କରିଛି। ଯାହାକି ସୂଚନା ରହିଛି ଏହି ଲୋମ ହର୍ଷଣକାରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା…

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ

କେନ୍ଦୁଝର: ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଛି ରେଡ୍। ଭୁବନେଶ୍ୱର, କେନ୍ଦୁଝର,…

ଲାଞ୍ଚ ନେଇ ଧରାପଡିଲେ ସିଡିପିଓ

ଗଞ୍ଜାମ‌: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା…

୧୨୦୦ କଫ ସିରପ ଜବତ : ୩ ଗିରଫ

ଭୂବନେଶ୍ୱର, ୨୭/୧୧ : ବରଗଡରୁ କଫ ସିରପ ନେଇ ଆସୁଥିବାବେଳେ ଜବତ କରିଛି ପୋଲିସ । ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ରାଜୀବନଗରର ବବୁଲୁ ବେହେରା, ମିର୍ଦ୍ଧାପାଲିର ସ୍ୱାଧିନ ଅଦାବରିଆ ଏବଂ ମାଧିଆପାଲିର ସଚିକାନ୍ତ ସୁନା…

ବିଧାୟକଙ୍କୁ ଆକ୍ରମଣ ଘଟଣା : ୧୦ ଗିରଫ

ଭୂବନେଶ୍ୱର, ୨୧/୧୧ : ଆକ୍ରମଣ ଘଟଣାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଧାୟକ । ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ…

ଓପିଏଚଡବ୍ଲ୍ୟୁସି ଡିଜିଏମଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୂବନେଶ୍ୱର, ୧୮/୧୧ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ । ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର) ସୁବାଷ ଚନ୍ଦ୍ର ପଣ୍ଡାଙ୍କ…

ରାଜଧାନୀ ଦିଲ୍ଲୀରୁ ୯୦୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରୁ ବହୁ ପରିମାଣର କୋକେନ ଜବତ ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ଏହାକୁ ଜବତ କରିଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗୁରଫ କରାଯାଇଛି । ଉଭୟ ଅଭିଯୁକ୍ତ ଦିଲ୍ଲୀର ସୋନିପତ ଅଞ୍ଚଳର ବୋଲି ଜଣାପଡିଛି…