ଢେ଼ଙ୍କାନାଳ ୯ନମ୍ବର ୱାର୍ଡ ବନମାଳୀ ପ୍ରସାଦ ଠାରେ ୨୦୨୫ ରଜ ମହୋତ୍ସବ ଧୁମ ଧାମ ରେ ପାଳନ
ଢେ଼ଙ୍କାନାଳ ୯ନମ୍ବର ୱାର୍ଡ ବନମାଳୀ ପ୍ରସାଦ ଠାରେ ୨୦୨୫ ରଜ ମହୋତ୍ସବ ଧୁମ ଧାମ ରେ ପାଳନ କରାଯାଉଛି । ୧୫ ପ୍ରକାର ନୂଆ ଦୋଳି ଲାଗିଚି। ଝିଅ ଓ ବହୁ ମାନେ ଏହି ଦୋଳି ର ମଜା ନେଉଛନ୍ତି ।…
ଢେ଼ଙ୍କାନାଳ ୯ନମ୍ବର ୱାର୍ଡ ବନମାଳୀ ପ୍ରସାଦ ଠାରେ ୨୦୨୫ ରଜ ମହୋତ୍ସବ ଧୁମ ଧାମ ରେ ପାଳନ କରାଯାଉଛି । ୧୫ ପ୍ରକାର ନୂଆ ଦୋଳି ଲାଗିଚି। ଝିଅ ଓ ବହୁ ମାନେ ଏହି ଦୋଳି ର ମଜା ନେଉଛନ୍ତି ।…
ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୁଏ । ଗାଁ ଗହଳୀର ଲୋକମାନେ ପାଲା, ଦାସକାଠିଆ,…
ଡିପିଜେପି ଜୁଏଲାରୀ ର ରଜ ପର୍ବରେ ବଡ଼ ଅଫର. ଢେଙ୍କାନାଳ ଜିଲ୍ଲାର ସର୍ବବୃହତ ସୁନା ଗହଣା ସୋରୁମ ଡିପିଜେପି ଜୁଏଲାରୀ ପରିବାର ତରଫରୁ ରଜ ପର୍ବ ଉପଲକ୍ଷେ ତାର ପ୍ରିୟ ଗ୍ରାହକ ମାନଙ୍କ ପାଇଁ ଢେଙ୍କାନାଳ ଜିଲାରେ ପ୍ରଥମ ଥର ପାଇଁ…
ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଗଣପର୍ବ ‘ରଜ’ ଚଳିତ ବର୍ଷ ନିଆରା ଢଙ୍ଗରେ ପାଳନ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ରଜ ପର୍ବକୁ ନିଆରା କରିବାକୁ ଯାଉଛନ୍ତି। ଏନେଇ ସରକାର ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଦିନକ ପରେ…
ଜିନ୍ଦଲ ନଗର ଦେବ ଭୂମି ପରିସରରେ ଦେବସ୍ନାନ ପୁର୍ଣିମା ନୀତି ସଂପନ୍ନ ଅନୁଗୁଳ: ୧୨ ଜୁନ୍ ୨୦୨୫: ଜିନ୍ଦଲ ନଗର ପରିସରରେ ଥିବା ଦେବ ଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସଂପନ୍ନ ହୋଇଯାଇଛି । ଏହି…
ପୂରୀ: ପବିତ୍ର ମହାକୁମ୍ଭ ଆଧାରରେ ପ୍ରସ୍ତୁତ ଆଧ୍ୟାତ୍ମିକ କବିତା ସଂକଳନ ବା କଫି ଟେବୁଲ ବୁକ୍ ଓଡ଼ିଆ ସାହିତ୍ୟ ଆକାଶରେ ଏକ ଜାଜୁଲ୍ୟମାନ କିର୍ତ୍ତି ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦେବସ୍ନାନ ପୂର୍ଣ୍ଣିମା…
ଶ୍ରୀ କ୍ଷେତ୍ର ପୁରୀରେ ସ୍ନାନବେଦୀ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦେବ ଦୁର୍ଲଭ ହାତୀବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ଆଜି ଶ୍ରୀଜୀଉଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…
ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଳନ କରାଯାଇଛି । ପ୍ରାତଃ ରୁ ଜୟ ବିଜୟ ଆଳତି କରାଯାଇ । ୫.୩୦ ସମୟରେ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା। ୬ଟା…
ଆଜି ଢେ଼ଙ୍କାନାଳ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଆଖରେ ଲାଗିଲା ଚକ ବଳରାମ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇ ରଥ ଖଳାରେ ପହଞ୍ଚିଲା ପରେ ସେଠାରେ ପୂଜା ଅର୍ଚ୍ଚନା କରାଯାଇ ଅଖରେ ଚକ ସଂଯୋଗ କରାଗଲା । ପୂଜକ ମଳୟ କର…
ଢେ଼ଙ୍କାନାଳ ମିନା ବଜାର ଦଧିବାମନ ଜିଉ ମନ୍ଦିର ପ୍ରାଙ୍ଗଣ ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ମହାସମାରୋହରେ ପାଳନ କରାଯାଇଥିଲା । ପ୍ରାତଃ ୫ଟା ସମୟରେ ଜୟ ବିଜୟ ଆଳତି କରାଯାଇ ଦ୍ବାର ଫିଟା ଯାଇଥିଲା। ମଙ୍ଗଳ ଆଳତି କରାଯାଇଥିଲା । ଠାକୁରଙ୍କୁ…