ଅବସର କାଳୀନ ରାଜସ୍ୱ ନିରୀକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ
ଅବସର କାଳୀନ ରାଜସ୍ୱ ନିରୀକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅଧିନସ୍ଥ ହାବସପୁର ଗ୍ରାମପଞ୍ଚାୟତ ଆନୁକୂଲ୍ୟରେ ପଞ୍ଚାୟତସ୍ଥ ସଭା ଗୃହରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ହାବସପୁର ରାଜସ୍ବ ନିରୀକ୍ଷକ ରୂପେ ଯୋଗଦାନ…
