ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟରେ ‘ତ୍ରିରଙ୍ଗା ଯାତ୍ରା’ ଅନୁଷ୍ଠିତ
*ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟରେ ‘ତ୍ରିରଙ୍ଗା ଯାତ୍ରା’ ଅନୁଷ୍ଠିତ* କଳାହାଣ୍ଡି ଧର୍ମଗଡ : ୧୩/୦୮ : ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ସମସ୍ତ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ଦ୍ବାରା ତ୍ରିରଙ୍ଗା ଯାତ୍ରା ତଥା ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ…
