Category: କଳାହାଣ୍ଡି

ଜମି ବିବାଦକୁ ନେଇ ଭାଇହେଲା ଭଗାରି,ବଡ଼ଭାଇ ର ରଫାଚୋଟରେ ସାନଭାଇର ମୃତ୍ୟୁ…

ଜମି ବିବାଦକୁ ନେଇ ଭାଇହେଲା ଭଗାରି,ବଡ଼ଭାଇ ର ରଫାଚୋଟରେ ସାନଭାଇର ମୃତ୍ୟୁ… ତା ୧/୮/୨୦୨୫ ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମହିଭର ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି।ଜମି ବିବାଦକୁ ନେଇ ବଡ଼ଭାଇ ଶ୍ରୀ ପ୍ରେମାନନ୍ଦ ନାଏକ(ଅଲେଖ)୪୮,ନିଜ…

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ରେ ଆଜି ଜଣେ ଦେବଦୁତସାଜି ସ୍ୱେଚ୍ଛାକୃତ ରକ୍ତଦାତା ମନୋରଞ୍ଜନ ସେଣ୍ଡ ଜଣେ ରୋଗୀଙ୍କୁ ବଞ୍ଚେଇବା ଉଦ୍ଧେଶ୍ୟରେ ଷାଠିଏ (୬୦) ନମ୍ବର ଥର ପାଇଁ…

ଜୁନାଗଡ଼ ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ର ଛାନଭନ

କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତି ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଯୋଗାଇ ଦିଆ ଯାଇଥିବା ଖେଳ ସାମଗ୍ରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଦାମ୍ ଅନୁଯାୟୀ କ୍ରୀଡ଼ା ସାମଗ୍ରୀ ଯୋଗା…

ମୃତୁ ର ଦେଢ଼ ବର୍ଷ ପରେ ବି ମିଳିନି ଭତ୍ତା ଟଙ୍କା ଓ ସରକାରି ସହାୟତା

ମୃତୁ ର ଦେଢ଼ ବର୍ଷ ପରେ ବି ମିଳିନି ଭତ୍ତା ଟଙ୍କା ଓ ସରକାରି ସହାୟତା….।କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ବ୍ଲକ ରାଜପୁର ଗ୍ରାମପଞ୍ଚାୟତ ଅଧିନସ୍ଥ କାର୍ଲି ଗ୍ରାମରେ ଦୁର୍ମିଳା ମାଝୀ ନାମକ ଏକ ବିଧବା ମହିଳା ବହୁତ ଦରିଦ୍ରସୀମାରେଖା ତଳେ ଜୀବନ…

ପୂର୍ବତନ ନଗର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ମୃତ୍ୟୁରେ ଶୋକସଭା

ପୂର୍ବତନ ନଗର ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ମୃତ୍ୟୁରେ ଶୋକସଭା (ଭବାନୀପାଟଣା)ଆଜି ଭବାନୀପାଟଣା ଠାରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ଭବାନୀପାଟଣା ନଗର ମଣ୍ଡଳ ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ଗୀତା ସାହୁଙ୍କ ଗତକାଲି ଅକାଳ ବିୟୋଗରେ…

ଗୋଲାମୁଣ୍ଡା ର ଯୁବ ବ୍ୟବସାଇ ବିଦ୍ୟୁତ ସନସ୍ପର୍ଶିରେ ମୁତ୍ୱ

ଗୋଲାମୁଣ୍ଡା ର ଯୁବ ବ୍ୟବସାଇ ବିଦ୍ୟୁତ ସନସ୍ପର୍ଶିରେ ମୁତ୍ୱ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ର ସୁବ୍ୟବସାଇ ଜଣକ ହେଲେ ସୁବାସ ଅଗ୍ରୱାଲ ଙ୍କ ପୁଅ ରାଜେଶ ଅଗ୍ରୱାଲ ନିଜ ଘର ବିଦ୍ୟୁତ ସଂସ୍ପରରେ ଲାଗି ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ବିୟୋଗ…

ଭାଇ, ଭଉଣିର ଜନ୍ମଦିନ ପାଲନକଲେ ଧର୍ମଗଡ଼ ଜଶୋଦାଅନାଥଶ୍ରମରେ ବଡଭଉଣି

ଭାଇ, ଭଉଣିର ଜନ୍ମଦିନ ପାଲନକଲେ ଧର୍ମଗଡ଼ ଜଶୋଦାଅନାଥଶ୍ରମରେ ବଡଭଉଣି କଲାହାଣ୍ଡି ଜିଲ୍ଲା ଧର୍ମଗଡ ଯଶୋଦା ଅନାଥଶ୍ରମ ଠାରେ ଆଜି ମହିଭର ଗ୍ରାମର ସମାଜଶେବି ଶ୍ରୀ ବାଲେଶ୍ବର ସୁନାନୀ ଙ୍କ ଝିଅ ଶୁଶ୍ରୀ କବିତାଞ୍ଚଲି ସୁନାନୀ ସାନଭାଇ ସ୍ବର୍ଗତ ଶ୍ରୀସୁଜିତ କୁମାର ସୁନାନୀ(ଅଜୁ)ଓସାନ…

ନୀସହାୟ ବୃଦ୍ଧା ମହିଲାର ନା ଅଛି ପରିଚୟ ପତ୍ର ନା ମିଳୁଛି ସରକାରୀ ସହାୟତା, ଭିକ୍ଷା ବୃତ୍ତିରେ କାଟୁଛି ଜୀବନ

ନୀସହାୟ ବୃଦ୍ଧା ମହିଲାର ନା ଅଛି ପରିଚୟ ପତ୍ର ନା ମିଳୁଛି ସରକାରୀ ସହାୟତା, ଭିକ୍ଷା ବୃତ୍ତିରେ କାଟୁଛି ଜୀବନ ଗୋଲାମୁଣ୍ଡା/୧୯/୭/୨୫/ସତୁର ବର୍ଷିଆ ବିଧବା ବୃଦ୍ଧା ଦୈନିକ ଭିକ୍ଷା ବୃତ୍ତିରେ ଜୀବନ ବିତାଉଛନ୍ତି, ଏଭଳି ଦୁଃଖଦ ଅବସ୍ଥାରେ ଗତି କରୁଛି ସତୁରୀ…

ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ

ଅଦ୍ୟ ତା ୧୮.୦୭.୨୦୨୫ରିଖ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ତତ୍ୱାବଧାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ସଂଘ ସଭାପତି ପ୍ରଦୀପ…

ଆଜି ଓଡିଶା କଂଗ୍ରେସ ଆହ୍ୱାନକ୍ରମେ ବନ୍ଦ ଡାକରା ଆନ୍ଦୋଳନ

ଆଜି ଓଡିଶା କଂଗ୍ରେସ ଆହ୍ୱାନକ୍ରମେ ବନ୍ଦ ଡାକରା ଆନ୍ଦୋଳନ ପାଳନ କରୁଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଠାରେ କଂଗ୍ରେସ ପାଟି ତରଫରୁ ବନ୍ଦଡାକରା ଶାନ୍ତି ପୁର୍ଣ ଭାବରେ କରାଯାଇଥିଲା କଲେଜ ଛତ୍ରୀ ସମୟଶ୍ରୀ ଙ୍କ ହତ୍ୟା ଘଟଣା କୁକେନ୍ଦ୍ର କରି…