ଭବାନୀପାଟଣା ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ, ଏସପିଙ୍କୁ ଲେଖିଲେ ଚିଠି
ଭୁବନେଶ୍ବର: ଭବନୀପାଟଣା କଂଗ୍ରେସ ବିଧାୟକ ତଥା କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ପୁଅ ସାଗର ଦାସଙ୍କୁ ହତ୍ୟା ଧମକ ମିଳିଛି। ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।ଏହାର ତଦନ୍ତ କରିବା ପାଇଁ ସେ ଜିଲ୍ଲା ଏସପିଙ୍କୁ…
