Category: କେନ୍ଦୁଝର

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସାଉଥ୍ ଆଫ୍ରିକା ରାଷ୍ଟ୍ରୀୟ ଶାଖାରେ ସାମୁହିକ ପ୍ରାର୍ଥନା ଓ ଶପଥ ଗ୍ରହଣ ଉତ୍ସବ।

ସମଗ୍ର ବିଶ୍ବରେ ମାନବବାଦର ପ୍ରଚାର ତଥା ପ୍ରସାର ନିମନ୍ତେ ଯାଜପୁର ଜିଲ୍ଲାର ବାବଲପୁର ଠାରେ ଗଢି ଉଠିଥିବା ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସାଉଥ୍ ଆଫ୍ରିକା ରାଷ୍ଟ୍ରୀୟ ଶାଖା ପରିସରରେ ଏକ ସାମୁହିକ ପ୍ରାର୍ଥନା ଓ ଶପଥ ଗ୍ରହଣ…

ସ୍ନାନବେଦୀରେ କେନ୍ଦୁଝରର ଆରାଧ୍ୟ ଦେବତା, ଶ୍ରୀ ଶ୍ରୀ ବଳଦେବଜୀଙ୍କ ସ୍ନାନ ପୂର୍ଣ୍ଣିମା

ସ୍ନାନବେଦୀରେ କେନ୍ଦୁଝରର ଆରାଧ୍ୟ ଦେବତା, ଶ୍ରୀ ଶ୍ରୀ ବଳଦେବଜୀଙ୍କ ସ୍ନାନ ପୂର୍ଣ୍ଣିମା। କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ତଥା ଅଧିଷ୍ଠାତା ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସ୍ନାନପୂର୍ଣ୍ଣିମା, ଏହି ସ୍ନାନ ପୂର୍ଣ୍ଣିମାର ଦୃଶ୍ୟ କଛି ଅନନ୍ୟ। ମନ୍ଦିର ଛାଡି ଶ୍ରୀ ଶ୍ରୀ…

ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଶ୍ରୀ ଶ୍ରୀ ବଳଦେବଜୀଉ କେନ୍ଦୁଝର ର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିରରେ ମହାପ୍ରଭୁଙ୍କ ଏହି ସ୍ନାନ ଯାତ୍ରା ଦେଖିବା ସହ ସାନିଧ୍ୟ ଲାଭ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ…

ସ୍ବଂୟସହାୟକ ମହିଳା ସଂଗଠନଙ୍କୁ ଫିନାଇଲ ପ୍ରସ୍ତୁତ ତାଲିମ

ସ୍ବଂୟସହାୟକ ମହିଳା ସଂଗଠନଙ୍କୁ ଫିନାଇଲ ପ୍ରସ୍ତୁତ ତାଲିମ କେନ୍ଦୁଝର:- ସ୍ବଂୟସହାୟକ ମହିଳା ମାନଙ୍କୁ ରୋଜଗାର କ୍ଷେତ୍ର ରେ ଆତ୍ମନିର୍ଭର କରିବା ପାଇଁ ଆର୍ସେଲ ମିତ୍ତଲ ନିପନ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହି କମ୍ପାନୀ ର ଦୁବୁନା ପ୍ଲାଣ୍ଟ ଅଧିନ ରେ…

ପ୍ରତିଷ୍ଠିତ ଖଣି ବ୍ୟବସାୟୀ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗର ଚଢ଼ାଉ।

ପ୍ରତିଷ୍ଠିତ ଖଣି ବ୍ୟବସାୟୀ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗର ଚଢ଼ାଉ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣିମଣ୍ଡଳ ଠାରେ ଆୟକର ବିଭାଗ ପକ୍ଷରୁ ଚଢାଉ। ଯୋଡା ଖଣି ମଣ୍ଡଳ ତଥା ଯୋଡା ଯୋଡା…

ଝୂମ୍ପୁରା ବାଇପାସ୍ ସମ୍ମୁଖରେ ଦୁର୍ଘଟଣା

ଝୂମ୍ପୁରା ବାଇପାସ୍ ସମ୍ମୁଖରେ ଦୁର୍ଘଟଣା ଆଜି ଝୂମ୍ପୁରା ବାଇପାସ୍ ସମ୍ମୁଖରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଦୁର୍ଘଟଣା ଘଟିଥିବା ଜାଣି ସେଠାରେ ପହଞ୍ଚି ପଚରାଉଚରା କରି ଜାଣିବାକୁ ପାଇଲୁ କି, ତାଙ୍କୁ ଏକ ୧୪ଚକିଆ ହାଇୱା ଟ୍ରକ୍ ପିଟି ପଳାଇଯାଇଛି ଏବଂ ସେଠାରେହିଁ…

“ ମୋ – ଘର ” ଯୋଜନାର କ୍ୟାବିନେଟ ମୋହର 

“ ମୋ – ଘର ” ଯୋଜନାର କ୍ୟାବିନେଟ ମୋହର ” ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ” ଏହି ପ୍ରତିଶ୍ରୁତିକୁ ପୂରଣ କରି ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ…

ବେକରେ ଓଢଣି ଲଗେଇ ଦୁଇ ଛୁଆର ମାଆର ଆତ୍ମହତ୍ୟା, ମୃତ୍ୟୁ ର କାରଣ ଅସ୍ପଷ୍ଟ

ବେକରେ ଓଢଣି ଲଗେଇ ଦୁଇ ଛୁଆର ମାଆର ଆତ୍ମହତ୍ୟା, ମୃତ୍ୟୁ ର କାରଣ ଅସ୍ପଷ୍ଟ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅର୍ନ୍ତଗତ ବଡ଼ବିଲ ୱାର୍ଡ ନମ୍ବର ୪ ରାମନଗର ସ୍ଥିତରେ ଜଣେ ବିଭାଇତା ଯୁବତୀଙ୍କ…

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମିଶନ ଶକ୍ତି ବିଭାଗର କାର୍ଯ୍ୟାବଳୀ ସମୀକ୍ଷା

ମହିଳା ସଶକ୍ତିକରଣ ଦିଗରେ ବିଭାଗ ସମଗ୍ର ଦେଶରେ ବିରଳ ଗୌରବ ହାସଲ କରିଛି : ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଯୋଗାଣ ରାଶି ୧୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଏସ୍ଏଚ୍‌ଜି ବ୍ୟାଙ୍କ ଋଣ କ୍ଷେତ୍ରରେ…

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମୀକ୍ଷା କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ସ୍କିଲ୍ – ଇନ୍ – ଓଡିଶା ଆଜି ବିଶ୍ଵ ବ୍ରାଣ୍ଡ ଭାବେ ପରିଚିତ – ମନ୍ତ୍ରୀ ସୁଦକ୍ଷା ଯୋଜନା ଅତ୍ୟନ୍ତ ଫଳପ୍ରଦ ଝିଅମାନଙ୍କ ଯୋଗଦାନ ୬ ପ୍ରତିଶତରୁ ୨୨.୫ ପ୍ରତିଶତକୁ ବୃଦ୍ଧି ଦେଶର ସର୍ବଶ୍ରେଷ୍ଠ ୧୦୦ ଟି ଆଇଟିଆଇ ପ୍ରତିଷ୍ଠାନ ମଧ୍ୟରେ…