ହିନ୍ଦୋଳରେ ହାତୀ ଆତଙ୍କ, ଆକ୍ରମଣରେ ଜଣେ ମୃତ
ହିନ୍ଦୋଳରେ ହାତୀ ଆତଙ୍କ, ଆକ୍ରମଣରେ ଜଣେ ମୃତ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନଣ୍ଡେଇଲ ଗ୍ରାମର ତନ୍ତିମୁଣ୍ଡା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।…
