ସାହାରପଡା ବ୍ଲକ ବଡ଼ବିଲ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ
ସାହାରପଡା ବ୍ଲକ ବଡ଼ବିଲ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଛି ଏହି ପାଟଣା ନିର୍ବାଚନ ମଣ୍ଡଳୀରେ ପାଟଣା ବିଧାୟକ ଜଗନ୍ନାଥ ନାୟକ ଙ୍କ ସହାୟତାରେ ପାଟଣା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର…
