ବଲାଣିଥାନା ଅନ୍ତର୍ଗତରେ ବିଦେଶୀ ମଦଦୋକାନକୁ ବିରୋଧ, ରାଜରାସ୍ତାରେ ଶତାଧିକ ମହିଳା
ବଲାଣିଥାନା ଅନ୍ତର୍ଗତରେ ବିଦେଶୀ ମଦଦୋକାନକୁ ବିରୋଧ, ରାଜରାସ୍ତାରେ ଶତାଧିକ ମହିଳା । ବିଦେଶୀ ମଦ ଦୋକାନକୁ ବିରୋଧ କରି ରାଜରାସ୍ତାରେ ଶତାଧିକ ମହିଳା।କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବିଲ-ବଲାଣି ମୁଖ୍ୟ ରାସ୍ତାର ଆରିୟା କଲୋନୀ ନିକଟରେ ଏକ ନୂତନ ବିଦେଶୀ…
