Category: Education

ନିଟ-ସୁପର ସ୍ପେଶାଲିଟି ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଶାର ୟଶ ଜୈନ

ଭୂବନେଶ୍ୱର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୟଶ ଜୈନ ନିଟ-ସୁପର ସ୍ପେଶାଲିଟି ପରୀକ୍ଷା-୨୦୨୪ (ସର୍ଜିକାଲ୍ ଗ୍ରୁପ୍) ରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିବା ସହ ଓଡ଼ିଶାକୁ ଗର୍ବିତ କରିଥିବାରୁ ୟଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…

ୟୁପିଏସସିରେ ଗୋପିନାଥଙ୍କ ସଫଳତା

ୟୁପିଏସସିରେ ଗୋପିନାଥଙ୍କ ସଫଳତାତାଳଚେର, ୨୫/୦୪ କେନ୍ଦ୍ରୀୟ ଲୋକସଭା ଆୟୋଗ (ୟୁପିଏସସି) ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ତାଳଚେର ବ୍ଲକ ଘଂଟପଡ଼ା ଗ୍ରାମର ଗୋପିନାଥ ସାହୁ । ଏହି ସଫଳତା ପରେ ତାଙ୍କୁ ପ୍ରତ୍ୟେକ ମହଲରୁ ଶୁଭେଚ୍ଚାର ସୂଅ ଛୁଟିଛି…

ଆଜି ଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ

ଭୂବନେଶ୍ବର: ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ଘୋଷଣା କଲେ ସରକାର । ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ…

ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ଫଳାଫଳ

ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ଫଳାଫଳ ଭୂବନେଶ୍ୱର, ୦୯/୦୪ : ମେ’ ୨ୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ଫଳାଫଳ ଏ ନେଇ ସୂଚନା ଦେଲେ ବୋର୍ଡ ସଭାପତି । ବିଜ୍ଞାନ ପ୍ରଶ୍ନପତ୍ରରେ ୪ ମାର୍କ କମ ପାଇଁ…

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୩ ତାରିଖ ସୁଦ୍ଧା କରନ୍ତୁ ଅନଲାଇନ ଆବେଦନ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୩ ତାରିଖ ସୁଦ୍ଧା କରନ୍ତୁ ଅନଲାଇନ ଆବେଦନ ଭୁବନେଶ୍ୱର, ୮ ଏପ୍ରିଲ ୨୦୨୫: ଦେଶ ବିଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ର ଲାଗି ଦକ୍ଷ ଯୁବପିଢ଼ିଙ୍କର…

ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ : ଗଣଶିକ୍ଷା ମନ୍ତ୍ରୀ

ଭୂବନେଶ୍ବର,୨୮/୩ : ଓଡ଼ିଶାରେ ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ପୂର୍ବରୁ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ…

୨୦୨୬-୨୭ରୁ ଲାଗୁ ହେବ ନୂଆ ସିଲାବସ୍ : ମନ୍ତ୍ରୀ

ଭୂବନେଶ୍ୱର, ୨୨/୦୩ : ଆସନ୍ତା ୨୦୨୬-୨୭ରୁ ନୂଆ ସିଲାବସ୍ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ…

ମାର୍ଚ୍ଚ ୨୪ରୁ ଦୁଇ ବର୍ଷିଆ ବିଏଡ଼/ଏମଏଡ଼/ ବିଏଚଏଡ଼ ନାମଲେଖା ପାଇଁ ଆବେଦନ

ଭୂବନେଶ୍ୱର ,୨୦/୩ : ଆସନ୍ତା ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବିଏଡ଼/ଏମଏଡ଼/ ବିଏଚଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି…

ଆଜିଠୁ ସକାଳୁଆ ସ୍କୁଲ

ଭୂବନେଶ୍ଵର, ୨୧/୦୩ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ । ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲିବ ପାଠ ପଢ଼ା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହା ଲାଗୁ ହେବ । ସମସ୍ତ…

୫୧ଟି କେନ୍ଦ୍ରରେ ଚାଲିଛି ମାଟ୍ରିକ ଖାତା ଦେଖା, ୧୨ ଦିନ ଭିତରେ ଶେଷ ହେବ ମୂଲ୍ୟାୟନ

ଭୂବନେଶ୍ୱର: ଆଜିଠୁ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା ଖାତାଦେଖା । ସକାଳ ୯ଟାରୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ଖାତା ଦେଖା । ମାଟ୍ରିକ ପରୀକ୍ଷା ବ୍ୟତୀତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଖାତା…