Category: Elections

ବଙ୍ଗଳା ନିର୍ବାଚନ ଉପରେ ECIଙ୍କ କଡ଼ା ପଦକ୍ଷେପ, ୨୦ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆକାଶ ମାର୍ଗରୁ କଲେ ସର୍ଭେ

ପଶ୍ଚିମବଙ୍ଗ: ନିର୍ବାଚନ କମିଶନ (ECI) ପଶ୍ଚିମବଙ୍ଗ ନିର୍ବାଚନ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, ସମସ୍ତ ବୁଥରେ ପ୍ରିଜାଇଡିଂ ଅଧିକାରୀମାନେ ସମସ୍ତ ପ୍ରାର୍ଥୀଙ୍କ ବଟନ୍ EVMରେ ସ୍ପଷ୍ଟ ଭାବରେ ଦେଖାଯାଉଛି ନିଶ୍ଚିତ କରିବା ନେଇ ନିର୍ଦେଶ…

ପଶ୍ଚିମବଙ୍ଗରେ ଲାଗିଲା ନିର୍ବାଚନୀ କଟକଣା, ଦିନରେ ବାଇକ ପଛରେ ବସାଇବା ମନା, ରାତିରେ ବାଇକ୍ ଚଲାଇବା ବିଲକୁଲ୍ ମନା

କୋଲକତା : ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇ ଚକିଆ ଯାନ ଉପରେ କଟକଣା ଲଗାଯାଇଛି । ବାଇକରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ…

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

ଭାରତୀୟ ଜନତା ପାର୍ଟି ଆଜି “ବିଶ୍ୱାସର ପ୍ରତିଜ୍ଞା” ଶୀର୍ଷକରେ ଏହାର ଇସ୍ତାହାର ପ୍ରକାଶ କରିଛି। ଗୃହମନ୍ତ୍ରୀ ଏବଂ ବିଜେପି ନେତା ଅମିତ ଶାହ ଇସ୍ତାହାର ପ୍ରକାଶ କରିଛନ୍ତି। ଦଳ କହିଛି ଯେ, ଏହା ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ବିଶ୍ୱାସର ଏକ ଦସ୍ତାବିଜ…

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ଆଜି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପି ଇସ୍ତାହାର ପ୍ରକାଶ କରିଛନ୍ତି। କୋଲକାତାର ନ୍ୟୁ ଟାଉନରେ ଇସ୍ତାହାର ପ୍ରକାଶ କରି ଅମିତ ଶାହ କହିଛନ୍ତି…

ଆସାମ, କେରଳ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ

ନୁଆଦିଲ୍ଲୀ: ଆଜି ଗୁରୁବାର, ୯ ଏପ୍ରିଲ୍ ୨୦୨୬ରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆସାମ, କେରଳ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ…

ପଶ୍ଚିମବଙ୍ଗ ଭୋଟର ତାଲିକାରୁ ହଟିଲା ୯୧ ଲକ୍ଷ ନାମ: ଜିଲ୍ଲାୱାରୀ ତାଲିକା ପ୍ରକାଶ କଲେ ନିର୍ବାଚନ କମିଶନ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ମଧ୍ୟରେ ନିର୍ବାଚନ କମିଶନ ପୁଣି ଥରେ ଭୋଟର ବାଦ ପଡିଛନ୍ତି। କମିଶନଙ୍କ ନୂତନ ତାଲିକାରୁ ୯୧ ଲକ୍ଷ ଭୋଟରଙ୍କୁ ବାଦ ଦିଆଯାଇଛି। ଏଥର, ନିର୍ବାଚନ କମିଶନ ଜିଲ୍ଲାୱାରୀ ଭୋଟର ତାଲିକା ପ୍ରକାଶ କରିଛନ୍ତି, ଯାହା ବହୁ…

ତାଳଚେର ଓକିଲ ସଙ୍ଘ ନିର୍ବାଚନର ବାହାରିଲା ଫଳାଫଳ

ତାଳଚେରଓକିଲ ସଙ୍ଘ ନିର୍ବାଚନର ବାହାରିଲା ଫଳାଫଳ ସଭାପତିଭାବେ ଚିତ୍ତରଞ୍ଜନରାଉତ ୧୪୪ଖଣ୍ଡଭୋଟ ପାଇ ହେଲେ ବିଜୟୀ ଏହି ନିର୍ବାଚନରେ ସମୁଦାୟ ୨୬୨ ଜଣ ଓକିଲ ମତଦାନ ଦେଇଥିବା ବେଳେ ସଭାପତି ଚିତ୍ତରଞ୍ଜନ ରାଉତ ୧୪୪ ଖଣ୍ଡ ଭୋଟ, ପ୍ରତିଦ୍ବନ୍ଦି ବିରଞ୍ଚିନାରାୟଣ ପ୍ରଧାନ ୧୧୪…

୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି,

ସୋମବାର ବିଜେପି ୧୪୪ ଆସନ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଆଜି (ମଙ୍ଗଳବାର) ଶାସକ ଟିଏମସି ୨୯୧ ବିଧାନସଭା ଆସନରେ ନିଜର ପ୍ରାର୍ଥୀ ଦେଇଛି । ବାକି ୩ଟି ଆସନ​‌ରେ ପ୍ରାର୍ଥୀ ଦେଇ ନାହିଁ ଟିଏମସି । ଦ୍ବିତୀୟ ପର୍ଯ୍ୟାୟ…

ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସନ୍ତୁପ୍ତ ଓ ଦିଲ୍ଲୀପ ବିଜୟୀ – ସମସ୍ତ ବିଜୟୀ ସାଂସଦଙ୍କୁ ଜାଗ୍ରତ ଭାରତ ନ୍ୟୂଜ ପକ୍ଷରୁ ଶୁଭେଛା ଓ ଅଭିନନ୍ଦନ

ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । ଅନ୍ୟପଟେ ବିଜେଡ଼ିର ସନ୍ତୁପ୍ତ…

ଓଡ଼ିଶାର ସ୍ବାର୍ଥ ପାଇଁ କାମ କରିବେ ନବନିର୍ବାଚିତ ସାଂସଦ: ମୁଖ୍ୟମନ୍ତ୍ରୀ

ନବନିର୍ବାଚିତ ସାଂସଦ ଶ୍ରୀ ମନମୋହନ ସାମଲ, ଶ୍ରୀ ସୁଜିତ କୁମାର ଏବଂ ଶ୍ରୀ ଦିଲୀପ ରାୟ ଆଜି ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିନ। ରାଜ୍ୟସଭା ନିର୍ବାଚନରେ ବିଜେପି ଓ ବିଜେପି-ସମର୍ଥିତ ପ୍ରାର୍ଥୀଙ୍କ ଏହି ପ୍ରଚଣ୍ଡ ବିଜୟ କେବଳ ଦଳୀୟ ସଫଳତା…

You missed