Category: International

ଅମେରିକା- ଇସ୍ରାଏଲ ଏବଂ ଇରାନ ବିବାଦ; ଆମେରିକାକୁ ଦାୟୀ କଲା ଇରାନ

ନୁଆଦିଲ୍ଲୀ,୧୮।୩: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଏବେ ଭୟଙ୍କର ରୂପରେ ପରିଣତ ହୋଇଛି । ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଯାଇଥିବା ସତ୍ତ୍ବେ ଯୁଦ୍ଧ ଥମିବା ଅପେକ୍ଷା ଅଧିକ ତୀବ୍ର ହେଉଛି। ତେବେ ଏହି ଭୟାବହ ଯୁଦ୍ଧର…

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଷ୍ଟ୍ରେଲିଆର କନସୁଲ୍ ଜେନେରାଲ୍

ନବୀକରଣୀୟ ଶକ୍ତିର ବିକାଶ, କୃଷି କ୍ଷେତ୍ର ଉପରେ ଆଲୋଚନା ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଷ୍ଟ୍ରେଲିଆର କନସୁଲ୍ ଜେନେରାଲ୍ ବର୍ଣ୍ଣାଡ଼…

ଇରାନର ସବୁ ସାମରିକ ସ୍ଥଳ ସମ୍ପୂର୍ଣ୍ଣ ଧ୍ୱଂସ ଦାବି କଲେ ରାଷ୍ଟ୍ରପତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ସେନା (CENTCOM) ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଆକ୍ରମଣରେ ଇରାନର ସାମରିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି,…

୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା

୩ ଏୟାରପୋର୍ଟକୁ ବନ୍ଦ ଘୋଷଣା କଲା ଆମେରିକା ।ସୋସିଆଲ୍‌ ମିଡିଆରେ ଆମେରିକା ପରିବହନ ସଚିବଙ୍କ ସୂଚନା। ରୋନାଲ୍ଡ ରିଗାନ ୱାଶିଂଟନ ନ୍ୟାସନାଲ୍‌ ଏୟାରପୋର୍ଟ (DCA) ବନ୍ଦ ହୋଇଛି । ୱାଶିଂଟନ ଡୁଲେସ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ (IAD) ବନ୍ଦ । ରିଚମଣ୍ଡ ଇଣ୍ଟରନ୍ୟାସନାଲ…

ଇରାନରେ ଫସି ରହିଛନ୍ତି ୯୦୦୦ ଭାରତୀୟ: ଏମଇଏ

ଇରାନରେ ଫସି ରହିଛନ୍ତି ଭାରତୀୟ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଦିନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଭାରତ ଅନେକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିବାରେ ସାହାଯ୍ୟ କରୁଛି ଏବଂ ଇରାନରେ ଥିବା ଭାରତୀୟଙ୍କ ସୁରକ୍ଷା…

ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆଫଗାନିସ୍ତାନ ଦାବି କରିଛି ଯେ ପାକିସ୍ତାନ ସେନା ଏହାର ଅନେକ ଅଞ୍ଚଳ ଉପରେ ଆକ୍ରମଣ କରିଛି, ଯେଉଁଥିରେ କେତେକ ଘର ନଷ୍ଟ ହୋଇଥିବାବେଳେ ମହିଳା ଓ ଶିଶୁଙ୍କ…

ରିଲିଜ ହେବ ୪୮ ହଜାର କିଲୋଲିଟର କିରୋସିନ୍‌

ନୁଆଦିଲ୍ଲୀ: ଏଲପିଜି ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୪୮ ହଜାର କିଲୋଲିଟର କିରୋସିନ୍ । ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ସୂଚନା ଦେଇଛନ୍ତି । ଏନେଇ ଅର୍ଡର ଜାରି କରାଯାଇଛି, ରାଜ୍ୟକୁ ଦିଆଯିବ କିରୋସିନ । ପ୍ରତି ତ୍ରୈମାସିକରେ…

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

ନୁଆଦିଲ୍ଲୀ: ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଏବଂ ହର୍ମୁଜ୍ ଜଳପଥରେ ଉତ୍ତେଜନା ମଧ୍ୟରେ ସାରା ବିଶ୍ୱରେ ତୈଳ ମୂଲ୍ୟ ପରିବର୍ତ୍ତନ ହେଉଛି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍ X ରେ ଏକ ଟ୍ୱିଟ୍ କରି ହଇଚଇ ସୃଷ୍ଟି କରିଛନ୍ତି। ସେ ଲେଖିଛନ୍ତି…

ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ

ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ବଡ଼ ବିପର୍ଯ୍ୟୟ ପାଲଟିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି । ତେଲ ଏବଂ ଗ୍ୟାସ୍ ପାଇଁ…

ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା

ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ। ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ। ଦୀର୍ଘ ଏକ ଘଣ୍ଟାଏ ଧରି ଏୟାର ରେଡ୍ । ଖସିଥିଲା ମାଳମାଳ ଡ୍ରୋନ୍। ଜଳ, ସ୍ଥଳ,…