Category: International

ବାଂଲାଦେଶକୁ ସାହା ହେଲା ଭାରତ, ବାଂଲାଦେଶକୁ ପଠାଇଲା ୫୦୦୦ ଟନ୍‌ ଡିଜେଲ

ବାଂଲାଦେଶକୁ ସାହା ହୋଇଛି ଭାରତ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ସଙ୍କଟରେ ପଡ଼ିଥିବା ବାଂଲାଦେଶକୁ ସହାୟତାର ହାତ ବଢ଼ାଇଛନ୍ତି ଭାରତ ସରକାର। ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଶ୍ୱ ଶକ୍ତି ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ବାଂଲାଦେଶ ସ୍ଥିତି ବେହାଲ ହୋଇଛି। ଏପରି…

ଆମେରିକୀୟ ସୈନିକଙ୍କୁ ବନ୍ଦୀ କରିଥିବା ଦାବି କଲା ଇରାନ

ଇରାନ : ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନୀ ସେନା ଅନେକ ଆମେରିକୀୟ ସୈନିକଙ୍କୁ ବନ୍ଦୀ କରିଛି ବୋଲି ତେହେରାନର ଦାବିକୁ ଆମେରିକୀୟ ସେନା ଖଣ୍ଡନ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡର ଜଣେ ମୁଖପାତ୍ର ଏହି ଅଭିଯୋଗଗୁଡ଼ିକୁ ମିଥ୍ୟା ଏବଂ କପୋଳକଳ୍ପିତ…

ଭାରତ ହେଲା ବିଶ୍ୱ ବିଜୟୀ, ନ୍ୟୁଜିଲାଣ୍ଡର ସ୍ୱପ୍ନ ଧୂଳିସାତ୍‌

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ…

ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ

ନୁଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ। ତେହେରାନ ଉପରେ ବର୍ଷୁଛି ମିସାଇଲ। ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି। ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ ଏବଂ କୂଟନୈତିକ…

ୟୁଏଇରେ ଫସିଥିବା ୭୦୦୦ ଭାରତୀୟ ନାଗରିକଙ୍କୁ କରାଗଲାଣି ଉଦ୍ଧାର

ନୁଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ୟୁଏଇର ବିଭିନ୍ନ ବିମାନବନ୍ଦରରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସରକାର ଉଦ୍ଧାର କରିଛନ୍ତି। ଗତ ତିନିଦିନ ମଧ୍ୟରେ ଆବୁଧାବି, ଦୁବାଇ, ସାରଜା ଭଳି ବିମାନବନ୍ଦରରୁ ୭୦୦୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଗଲାଣି। ଆଗାମୀ ୪୮ ଘଣ୍ଟା…

ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ, ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ ମାଗିଲେ କ୍ଷମା

ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ । ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି ଇରାନର ଅନ୍ୟ କେଉଁ…

ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍‌ରେ ଭାରତ-ନ୍ୟୁଜିଲାଣ୍ଡ

T-୨୦ ବିଶ୍ବକପ୍ ୨୦୨୬ର ଫାଇନାଲ୍ ମୁକାବିଲା ରବିବାର ହେବାକୁ ଯାଉଛି । ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ଯାଇଛି । ଗୁରୁବାର ଇଂଲଣ୍ଡକୁ ୭ ରନ୍ରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି ।…

ଆମେରିକା-ଇସ୍ରାଏଲ-ଇରାନ ବିବାଦ; ବିଶ୍ୱରେ ଅଶୋଧିତ ତୈଳର କୌଣସି ଅଭାବ ନାହିଁ

ଆମେରିକା-ଇସ୍ରାଏଲ-ଇରାନ ବିବାଦ ଯୋଗୁଁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହା ବିଶ୍ୱ ଶକ୍ତି ଚାହିଦାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। ଏହି ସମୟରେ, ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ସରକାରୀ ସୂତ୍ର ଅନୁଯାୟୀ, ଭାରତ…

ଖାମେନେଇଙ୍କ ମୃତ୍ୟୁରେ ଭାରତର ଶୋକ

ନୁଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଗୁରୁବାର (୫ ମାର୍ଚ୍ଚ, ୨୦୨୬) ନୂଆଦିଲ୍ଲୀସ୍ଥିତ ଇରାନ ଦୂତାବାସରେ ଶୋକ ପୁସ୍ତକରେ ସ୍ୱାକ୍ଷର କରିଥିଲେ ଏବଂ ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।…

ଟି୨୦ ବିଶ୍ୱକପ: ଇଂଲଣ୍ଡକୁ ୭ରନ୍‌ରେ ହରାଇ ଫାଇନାଲ୍‌ରେ ଭାରତ

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଗୁରୁବାର ରାତିରେ ଭାରତ ଦମଦାର ପ୍ରଦର୍ଶନ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ ସହ ଇଂଲଣ୍ଡକୁ ୭ରନ୍‌ରେ ପରାସ୍ତ କରିଛି। ଦ୍ୱିତୀୟ ସେମିଫାଇନାଲରେ ଭାରତ ଏହି…