Category: International

ନାଇଜେରିଆରେ ୨୨ ଜଣ ଭାରତୀୟ ଗିରଫ

ନାଇଜେରିଆର ଡ୍ରଗ୍ ପ୍ରବର୍ତ୍ତନ ଏଜେନ୍ସି ଲାଗୋସର ମୁଖ୍ୟ ବନ୍ଦରରେ ଏକ ବାଣିଜ୍ୟ ଜାହାଜରୁ ୩୧.୫ କିଲୋଗ୍ରାମ କୋକେନ୍ ଜବତ କରିବା ପରେ ୨୨ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି। ନାଇଜେରିଆର ଅଧିକାରୀମାନେ ରବିବାର ନିଶ୍ଚିତ କରିଛନ୍ତି।ନାଇଜେରିଆର ଡ୍ରଗ୍ ପ୍ରବର୍ତ୍ତନ…

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା, ୧୮ ଦିନରେ ୬ ଜଣଙ୍କୁ ହତ୍ୟା କଲେଣି କଟୋରପନ୍ଥୀ

ବାଂଲାଦେଶରେ ପୁଣି ହିନ୍ଦୁଙ୍କୁ ହତ୍ୟା। ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା। ଦୋକାନରେ ବସିଥିବା ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା। ୨୪ ଘଣ୍ଟାରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା। ୧୮ ଦିନରେ ୬ ଜଣଙ୍କୁ ହତ୍ୟା କଲେଣି ବାଂଲାଦେଶୀ କଟୋରପନ୍ଥୀ। Post Views:…

ଭେନେଜୁଏଲାକୁ ଯାଉଥିବା ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଜାରି

ନୂଆଦିଲ୍ଲୀ – ଭାରତ ନିଜ ଦେଶର ନାଗରିକଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରି ଜାରି ହୋଇଛି। ଭାରତୀୟମାନଙ୍କୁ ଭେନେଜୁଏଲାକୁ ଯାତ୍ରା କରିବାରୁ ବଞ୍ଚିବାକୁ ଅନୁରୋଧ କରିଛି।ସମସ୍ତ ଯାତ୍ରା ଏଡ଼ାଇବା ପାଇଁ ଭାରତୀୟ ନାଗରିକମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏହା…

ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଗିରଫ ଘଟଣା – ଜାତିସଂଘ ତରଫରୁ ଜରୁରୀକାଳୀନ ବୈଠକ ଡାକିବାକୁ ନିଷ୍ପତ୍ତି

ନ୍ୟୁୟର୍କ : ଭେନେଜୁଏଲା ବିରୁଦ୍ଧରେ ଆମେରିକାର ସାମରିକ ଆକ୍ରମଣ ଓ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ ଘଟଣା ସମଗ୍ର ବିଶ୍ବକୁ ଚିନ୍ତିତ କରିଛି । ଏହାକୁ ଦୃଷ୍ଟିରେ ରଖି ଜାତିସଂଘ ଏକ ଜରୁରୀ ବୈଠକ ଡାକିଛି ।…

ସ୍ବିଜରଲ୍ୟାଣ୍ଡ ବାର୍ ବିସ୍ଫୋରଣ : ମୃତ୍ୟୁ ସଂଖ୍ୟା ୪୦ ପାର୍

ଵର୍ଷ ଆରମ୍ଭରୁ ଆସିଲା ବିସ୍ଫୋରଣର ଖବର। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ ହୋଇଥିବା ବେଳେ ଭିତରେ ଥିବା ୧୦୦ରୁ…

ଥାଇଲ୍ୟାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷରିତ

ଥାଇଲାଣ୍ଡ ଓ କାମ୍ବୋଡ଼ିଆ ସେମାନଙ୍କର ବିବାଦୀୟ ସୀମାରେ ଯୁଦ୍ଧ ବିରତି ନେଇ ସହମତ ହୋଇଛନ୍ତି। ଥାଇଲ୍ୟାଣ୍ଡର ଚାନ୍‍ଥାବରୀ ପ୍ରଦେଶର ଏକ ସୀମାବର୍ତ୍ତୀ ଚେକ୍‍ ପଏଣ୍ଟ୍‍ରେ ଉଭୟ ଦେଶ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଥାଇଲ୍ୟାଣ୍ଡର ପ୍ରତିରକ୍ଷାମନ୍ତ୍ରୀ ନାଥାପୋଲ୍‍ ନାକ୍‍ପାଲିଚ ଏବଂ…

କିଭ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କଲା ରୁଷ୍, ଜଣଙ୍କର ମୃତ୍ୟୁ ,୨୭ ଆହତ

ୟୁକ୍ରେନ୍‍ ରାଜଧାନୀ କିଭ୍‍ ଉପରେ ରୁଷ ପକ୍ଷରୁ ହୋଇଥିବା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ୟୁକ୍ରେନ୍‍ ରାଷ୍ଟ୍ରପତି ଭୋଲଦିମିର୍‍ ଜେଲେନେକ୍ସି ଆସନ୍ତାକାଲି ଫ୍ଲୋରିଡ଼ା ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କୁ ଭେଟିବାର କାର୍ଯ୍ୟସୂଚୀ…

ଇମ୍ରାନ ଓ ତାଙ୍କ ପତ୍ନୀଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ୧…

ରୁଷର ରକ୍ଷା ମନ୍ତ୍ରଣାଳୟର ବିମାନ ଦୁର୍ଘଟଣାଗ୍ରସ୍ତ

ରୁଷ : ରୁଷର ଇଭାନୋଭୋ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଚାଳକ ଦଳର ୭ ଜଣ ସଦସ୍ୟ ରହିଥିଲେ । ଏହି ବିମାନଟି ରୁଷର ରକ୍ଷା ମନ୍ତ୍ରଣାଳୟର ରହିଥିବା ଖବର ମିଳିଛି ଇଭାନୋଭୋର ରୁଷର ଏକ ବଡ଼…

ପୁଟିନଙ୍କୁ ଖୁସିରେ କୁଣ୍ଢାଇବା ସହିତ ଭବ୍ୟ ସ୍ଵାଗତ କଲେ ମୋଦୀ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଛନ୍ତି ରୁଷ ରାଷ୍ଟ୍ରପିତ ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ପୁଟିନଙ୍କୁ ସ୍ୱାଗତ…