Category: International

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଗସ୍ତରେ ଆସିଥିବା ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କୁ କିଛି ମୂଲ୍ୟବାନ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପହାରରେ ରହିଛି ଡାଇମଣ୍ଡ ଡିଏ 62 ପ୍ରୋପେଲର୍ ଏୟାରକ୍ରାଫ୍ଟର ହାତ ତିଆରି ପିତ୍ତଳ ପ୍ରତିକୃତି। ଏହାକୁ ଉତ୍ତର…

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

ନୁଆଦିଲ୍ଲୀ: ସୁରକ୍ଷା କାରଣରୁ ଭାରତ ତାର ନାଗରିକମାନଙ୍କୁ ଇରାନ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ କଡ଼ା ପରାମର୍ଶ ଦେଇଛି। ସଦ୍ୟତମ ପରାମର୍ଶରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଇରାନର ପରିସ୍ଥିତି ଖରାପ ହେଉଥିବାରୁ, ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ନ ମିଳିବା…

ଭାରତ-ଆମେରିକା ଦ୍ୱିପାକ୍ଷିକ ଆଲୋଚନା: ଏକ ନୂତନ ଯୁଗର ଅଭ୍ୟୁଦୟ

ନୂଆଦିଲ୍ଲୀ: ସାମ୍ପ୍ରତିକ ବିଶ୍ୱ ରାଜନୀତିରେ ଭାରତ ଓ ଆମେରିକା ମଧ୍ୟରେ ବଢୁଥିବା ନିକଟତା ଏକ ନୂଆ ମୋଡ଼ ନେଇଛି। ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କେବଳ ସଫଳ ହୋଇନାହିଁ, ବରଂ ଏହା ଏକ ‘ରଣନୈତିକ ଭାଗିଦାରୀ’ରୁ ‘ବିଶ୍ୱାସର ସମ୍ପର୍କ’କୁ…

ଭାରତ-ଜର୍ମାନୀ ମିଳିତ ବିବୃତ୍ତି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ। ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ…

ପାକ୍ ଆତଙ୍କୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

ସୀମା ପାର୍‌ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ‌ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ…

ଭାରତ ଆସିବେ ଆମେରିକା ରାଷ୍ଟ୍ରପତି

ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବାଣିଜ୍ୟ ଆଲୋଚନା ଆସନ୍ତାକାଲି ହେବ ବୋଲି ଭାରତ ପାଇଁ ନିଯୁକ୍ତ ଆମେରିକାର ନୂଆ ରା‌ଷ୍ଟ୍ରଦୂତ ସର୍ଜିଓ ଗୋର୍‌ ଆଜି ଦାୟିତ୍ବ ଗ୍ରହଣ କରିବା ଅବସରରେ କରିଛନ୍ତି। ବାଣିଜ୍ୟ ଆଲୋଚନା ନେଇ ଉଭୟ ପକ୍ଷ…

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦମଦାର୍ ବିଜୟ, ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ

ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ଭାରତ ୪ ୱିକେଟରେ ପରାସ୍ତ କରିଛି। ଗୁଜୁରାଟର ଭଦୋଦରାସ୍ଥିତ କୋତମ୍ବି ଷ୍ଟାଡିୟମରେ ‌ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତକୁ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ୪୯ ଓଭରରେ ୬ଟି ୱିକେଟ୍‌ ହରାଇ ୩୦୬ ରନ୍‌…

ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨, ଅହମ୍ମଦାବାଦଠାରେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜର୍ମାନୀର ଫେଡେରାଲ ଚାନ୍ସେଲର ଫ୍ରେଡରିଚ୍ ମର୍ଜ ଜାନୁଆରୀ ୧୨-୧୩ ତାରିଖରେ ଭାରତକୁ ଏକ ସରକାରୀ ଗସ୍ତରେ ଆସୁଛନ୍ତି। ଏହା ଚାନ୍ସେଲର…

ତୈଳ ଟ୍ୟାଙ୍କର ପଛରେ ପଡିଥିଲା ଆମେରିକା,ଭେନେଜୁଏଲା ନିକଟରେ ବୁଡ଼ାଜାହାଜ-ଯୁଦ୍ଧଜାହାଜ ମୁତୟନ କଲା ରୁଷ

ଉତ୍ତର ଆଟଲାଣ୍ଟିକରେ ରୁଷ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏକ ବିବାଦୀୟ ତୈଳ ଟ୍ୟାଙ୍କରର ସୁରକ୍ଷା ପାଇଁ ରୁଷ ସବମେରିନ୍ ଏବଂ ଅନ୍ୟାନ୍ୟ ନୌସେନା ଜାହାଜ ମୁତୟନ କରିଛି। ପୂର୍ବରୁ “ବେଲା-୧” ନାମରେ ଜଣାଶୁଣା ଏହି ଟ୍ୟାଙ୍କର ଏବେ…

ଇରାନରେ ହିଂସା, ୩୫ ମୃତ; ୧୨୦୦ ଅଟକ

ଇରାନରେ ଏକ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ହିଂସା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ହିଂସାତ୍ମକ ପ୍ରତିବାଦରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ…