Category: International

ଟାରିଫ୍‌ ଧମକ ମଧ୍ୟରେ ଆମେରିକାଠାରୁ ୬ଟି ପି-୮୧ ସାମୁଦ୍ରିକ ପାଟ୍ରୋଲ ବିମାନ କିଣିବ ଭାରତ

ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଏକ ନୂତନ ଶିଖର ଛୁଇଁବାକୁ ଯାଉଛି । ଟ୍ରମ୍ପଙ୍କ ଟାରିଫ ଧମକ ମଧ୍ୟରେ ଦୁଇ ଦେଶ ପ୍ରତିରକ୍ଷା ଦିଗରେ ଆଗକୁ ବଢ଼ିବାକୁ ଯୋଜନା କରିଛନ୍ତି । ଭାରତୀୟ ନୌସେନା ପାଇଁ ୬ଟି ଅତିରିକ୍ତ…

ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି; ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ

ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ । ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଶପଥ ନେବା ପରେ ନିର୍ବାଚନ ତାରିଖ ଘୋଷଣା। ଅନ୍ତରୀଣ ସରକାର ୬ ମାସ କାମ କରିବା ପରେ ମାର୍ଚ୍ଚ ୫ରେ ହେବ…

ମେକ୍ସିକୋରେ ଗ୍ୟାସ୍‌ ବିସ୍ଫୋରଣ: ୩ ମୃତ, ୭୦ରୁ ଅଧିକ ଆହତ

ମେକ୍ସିକୋ ସିଟିରେ ବଡ଼ ଦୁର୍ଘଟଣା । ମେକ୍ସିକୋ ରାଜଧାନୀର ଦକ୍ଷିଣ ଭାଗ ରାଜପଥରେ ହଠାତ୍ ଏକ ଗ୍ୟାସ୍ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଛନ୍ତି ।…

ନେପାଳରେ ହିଂସା: ଓଡିଶା ଫେରିଲେ ୨୩ ଓଡ଼ିଆ

ଭୁବନେଶ୍ୱର: ନେପାଳରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି। ଓଡ଼ିଶାରୁ ୨୩ଜଣ ଯାତ୍ରୀ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ସାମ୍ପ୍ରତିକ ପରିସ୍ଥିତି କାରଣରୁ ଓଡ଼ିଆ ଯାତ୍ରୀମାନେ ନେପାଳରେ ଫସି…

ନେପାଳ ଜେଲରୁ ଫେରାର ହେଉଥିବା କଏଦୀଙ୍କ ଉପରେ ଗୁଳିମାଡ଼, ୨ ମୃତ, ୧୦ ଆହତ

ନେପାଳ – ନେପାଳରେ ଉତ୍ତେଜନା ଥମିବାରେ ନାଁ ଧରୁନି । ରାଜନୈତିକ ଅସ୍ଥିରତା ଲାଗି ରହିଛି । ନେପାଳର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫ ହଜାରରୁ କଏଦୀ ଜେଲରୁ ଖସି ପଳାଇଛନ୍ତି । ଆଉ ଜେଲରୁ ଫେରାର ହେଉଥିବା କଏଦୀଙ୍କ ଉପରେ…

ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା, ସ୍କୁଲ୍ କାର୍ଯ୍ୟକ୍ରମରେ ଭାଷଣ ଦେଲା ବେଳେ ଗୁଳି ମାଡ଼

ନୁଆଦିଲ୍ଲୀ : ଟ୍ରମ୍ପଙ୍କ ସହଯୋଗୀ ଚାର୍ଲି କିର୍କଙ୍କୁ ହତ୍ୟା । ଟର୍ଣ୍ଣିଂ ପଏଣ୍ଟ USA ର ପ୍ରତିଷ୍ଠାତା ହେଉଛନ୍ତି ୩୧ ବର୍ଷୀୟ ଚାର୍ଲି କିର୍କ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଉତା ଭାଲି ବିଶ୍ବ ବିଦ୍ୟାଳୟରେ ଏକ…

ଆଜିଠାରୁ ଏସିଆ କପ୍ : ଉଦ୍‌ଘାଟନି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଓ ହଙ୍ଗ୍‌କଙ୍ଗ୍‌ ମଧ୍ୟରେ ମୁକାବିଲା

ନୁଆଦିଲ୍ଲୀ, ୦୯/୦୯ : ଆଜି ଠାରୁ ଆରମ୍ଭ ହେଉଛି ଏସିଆ କପ୍‌-୨୦୨୫ । ଉଦ୍‌ଘାଟନି ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଓ ହଙ୍ଗ୍‌କଙ୍ଗ୍‌ ମଧ୍ୟରେ ମୁକାବିଲା କରିବେ। ଭାରତୀୟ ଦଳ ବୁଧବାରରୁ ଦୁବାଇରେ ୟୁଏଇ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ସବୁଠାରୁ ବଡ଼…

ନେପାଳରେ ବିଦ୍ରୋହ: ପ୍ରଧାନମନ୍ତ୍ରୀଙ୍କ ପରେ ଇସ୍ତଫା ଦେଲେ ରାଷ୍ଟ୍ରପତି

ନେପାଳରେ ହଇଚଇ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି। ଆମେରିକା, ୟୁରୋପୀୟ ସଂଘ (ଇୟୁ), ବ୍ରାଜିଲ, ଭାରତ, ଚାଇନା ଓ ଅଷ୍ଟ୍ରେଲିଆ ସମେତ ବିଶ୍ୱର ବିଭିନ୍ନ ଭାଗରେ…

ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ – ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ (UNGA) ର ଉଚ୍ଚସ୍ତରୀୟ ଅଧିବେଶନରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସେପ୍ଟେମ୍ବର ୨୭ରେ ବିଶ୍ୱ ନେତାମାନଙ୍କୁ ଏହି…

ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ: ଡୋନାଲ୍ଡ ଟ୍ରମ୍ପ

ଭାରତ-ଆମେରିକା ସଂପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ। ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ବତନ୍ତ୍ର କହିଲେ ଟ୍ରମ୍ପ। ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । କିନ୍ତୁ ରୁଷିଆ ସହ ଭାରତର…