Category: International

ଭାରତୀୟ ଔଷଧ ଉତ୍ପାଦ ଉପରୁ ସମ୍ପୂର୍ଣ୍ଣ 30% ଶୁଳ୍କ ହଟାଇଲା ଚୀନ୍, ଟ୍ରମ୍ପକୁ ବଡ ଝଟକା

ଭାରତକୁ ବିଶ୍ୱର ଔଷଧାଳୟ ଭାବରେ ଜଣାଶୁଣା। ଭାରତ ସାରା ବିଶ୍ୱରେ ଜେନେରିକ୍ ଔଷଧ ଏବଂ ଟୀକା ରପ୍ତାନି କରେ। ଏବେ, ଆମଦାନୀ ଶୁଳ୍କକୁ ଶୂନ୍ୟକୁ ହ୍ରାସ କରି ଚୀନ୍ ଏହାର ବଜାରକୁ ଖୋଲିବା ଦ୍ୱାରା ଭାରତୀୟ ଔଷଧ କମ୍ପାନୀଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି…

ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ

ଶେଷରେ ଏସିଆ କପ୍ କ୍ରିକେଟରେ ବିଜୟ ମୁକୁଟ ପିନ୍ଧିଲା ଭାରତ । ଏସିଆ କପ୍ ଟି-୨୦ରେ ଅପରାଜୟ ଥିବା ଭାରତ ଶେଷରେ ସେହି ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ତାନକୁ ପ୍ରଥମ ଥର ପାଇଁ ପରାସ୍ତ କରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା…

ଏସିଆ କପ୍ 2025: ଏସିଆ କପ୍‌ ଫାଇନାଲରେ ଭାରତ; ଏପଟେ ଛକା ମାରି ଅଭିଷେକ ରଚିଲେ ଇତିହାସ

ନୁଆଦିଲ୍ଲୀ: ଏସିଆ କପ୍-୨୦୨୫ ସୁପର-୪ ମ୍ୟାଚ୍‌ରେ ବାଂଲାଦେଶକୁ ୪୧ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହିତ ଭାରତୀୟ ଦଳ ଏସିଆ କପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିଛି। ଏଥିସହ ଅଭିଷେକ ଶର୍ମା ଏବେ ଗୋଟିଏ ଏସିଆ…

ଫିଲିପାଇନ୍ସରେ ତାଣ୍ଡବ ରଚିଛି ସୁପର ଟାଇଫୁନ ‘ରାଗାସା, ୪ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର

ଫିଲିପାଇନ୍ସରେ ଶକ୍ତିଶାଳୀ ‘ରାଗାସା’ତାଣ୍ଡବ ରଚିଛି । ‘ରାଗାସା’ର ତାଣ୍ଡବ ମହାବତ୍ୟାଠାରୁ କମ୍ ନଥିଲା । ରାଗାସା ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିବା ଆରମ୍ଭ ହୋଇଥିଲା । ଏହି ଭୟାବହ ତୋଫାନକୁ ଦୃଷ୍ଟିରେ ରଖି ୧୦…

ଭୂମିକମ୍ପରେ ଥରିଲା ବାଂଲାଦେଶ,ରିକ୍ଟର ସ୍କେଲରେ ତୀବ୍ରତା ୪

ରବିବାର ବାଂଲାଦେଶରେ ୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ମେଘାଳୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଅଧିକାରୀମାନେ କହିଛନ୍ତି। ସେମାନେ କହିଛନ୍ତି ଯେ ବାଂଲାଦେଶ ସହିତ ମେଘାଳୟ ସୀମା ନିକଟରେ ସକାଳ ୧୧:୪୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେ କହିଛନ୍ତି…

ଭାରତ ପୁଣି ପାକିସ୍ତାନକୁ ହରାଇଲା: ଅଭିଷେକ ଓ ଶୁଭମନଙ୍କ ଦମଦାର ବ୍ୟାଟିଂ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର ଫୋର ମ୍ୟାଚରେ ଭାରତ ପାକିସ୍ତାନକୁ ଧୂଳି ଚଟାଇଲା। ଏହି ବିଜୟ ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପାକିସ୍ତାନ ବିରୋଧରେ ଲଗାତାର ଦ୍ଵିତୀୟ ବିଜୟ। ଅଭିଷେକ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ ଶୁଭମନ ଗିଲ ୪୭…

ମରକ୍କୋରେ ରାଜନାଥ ସିଂହ; ଭାରତର ପ୍ରଥମ ବିଦେଶ ପ୍ରତିରକ୍ଷା କାରଖାନା କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (ସେପ୍ଟେମ୍ବର ୨୧) ଦୁଇ ଦିନିଆ ସରକାରୀ ଗସ୍ତରେ ମରକ୍କୋର କାସାବ୍ଲାଙ୍କାରେ ପହଞ୍ଚିଛନ୍ତି। ମରକ୍କୋ ଗସ୍ତରେ ଯାଇଥିବା ସେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ ସିଂହଙ୍କୁ ମହମ୍ମଦ ଭି ଆନ୍ତର୍ଜାତୀୟ ବିମାନବନ୍ଦରରେ କାସାବ୍ଲାଙ୍କାର…

ଆମେରିକା କମାଇବ ୨୫ ପ୍ରତିଶତ ଟାରିଫ !

ଭରତର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଅନନ୍ଥା ନାଗେଶ୍ୱରନ କହିଛନ୍ତି କି, ଆମେରିକା ଭାରତ ଉପରେ ଲଗାଇଥିବା ଟାରିଫରୁ ଖୁବ୍ କମଦିନ ମଧ୍ୟରେ ୨୫ ପ୍ରତିଶତ କମାଇବ । ଏହାସହ ଭାରତ ଉପରେ ଆମେରିକା ଲଗାଇଥିବା ରେସିପ୍ରୋକଲ ଡ୍ୟୁଟି ମଧ୍ୟ ୨୫ ପ୍ରତିଶତରୁ…

ରୁଷର ସବୁଠାରୁ ବଡ଼ ତୈଳ ବିଶୋଧନାଗାରକୁ ଧ୍ବଂସ କଲା ୟୁକ୍ରେନ

ବିଶ୍ବର ସବୁଠାରୁ ବଡ଼ ତୈଳ ରପ୍ତାନୀକାରୀ ରୁଷର ଦୁଇଟି ପ୍ରମୁଖ ରିଫାଇନାରୀ ଉପରେ ଉପରେ ୟୁକ୍ରେନ୍‌ର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ। ରୁଷ ତୈଳ ବିଶୋଧନାଗାର ଏବଂ ପାଇପଲାଇନଗୁଡ଼ିକୁ ଟାର୍ଗେଟ କରି ଏହି ଡ୍ରୋନ ଆକ୍ରମଣ କରାଯାଇଥିଲା। ରୁଷ ଅଧିକାରୀମାନେ ରବିବାର…

କଙ୍ଗୋରେ ଡଙ୍ଗା ବୁଡ଼ିଯିବା ପରେ ୧୦୭ ଜଣଙ୍କର ମୃତ୍ୟୁ, ୧୪୬ ଯାତ୍ରୀ ନିଖୋଜ

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବା ପରେ 107 ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ବସନକୁସୁ ଅଞ୍ଚଳରେ ଘଟିଛି । ଅନ୍ୟ ୧୪୬ ଜଣଙ୍କ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଚାଲିଛି…