Category: International

ଭାରତ-ବାଂଲା ସୀମାରେ ଉତ୍ତେଜନା: ମୁହାଁମୁହିଁ ହୋଇଗଲେ…..

ଭାରତ-ବାଂଲାଦେଶ ସୀମାରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସଦ୍ୟତମ ଘଟଣାଟି ମଙ୍ଗଳବାର ସକାଳର ଯେତେବେଳେ ଆସାମ-ବାଂଲାଦେଶ ସୀମାର ଦୁଇଟି ଭିନ୍ନ ଭିନ୍ନ ଅଞ୍ଚଳ – କୁରିଗ୍ରାମର ବୋରାଇବାରି ଏବଂ ଆସାମର ମାନକାଚରରେ ଭାରତୀୟ ସୀମା ସୁରକ୍ଷା ବାହିନୀ (BSF) ଏବଂ…

ଭାରତୀୟ ଛାତ୍ରଙ୍କୁ ଆମେରିକାର ଚେତାବନୀ, ବିନା ସୂଚନାରେ …

ଆମେରିକା ସରକାର ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ନିୟମ ପାଳନ ନ କରିବା ପାଇଁ ସେମାନଙ୍କର ଭିସା ବାତିଲ କରାଯାଇପାରେ। ଯଦି କେହି ନିଜ ଅନୁଷ୍ଠାନକୁ ନ ଜଣାଇ କ୍ଲାସ ଛାଡି ଦିଅନ୍ତି କିମ୍ବା ପାଠପଢ଼ା ଛାଡି ଦିଅନ୍ତି, ତେବେ…

ୟୁକ୍ରେନ ଉପରେ ଋଷର ଭୟଙ୍କର ଏୟାରଷ୍ଟ୍ରାଇକ, ରାଗିଲେ ଟ୍ରମ୍ପ

କିଭ୍‌: ଋଷ ୟୁକ୍ରେନ ଉପରେ ଏକ ଭୟଙ୍କର ଏୟାରଷ୍ଚ୍ରାଇକ କରିଛି । ଯାହାକି ଏଯାବତ ବିଶ୍ୱରେ ସବୁଠୁ ବଡ଼ ବୋଲି କୁହାଯାଉଛି। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡ୍ରୋନ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିବା ପରେ ୟୁକ୍ରେନ ଉପରେ ଏହି ଭୟଙ୍କର ଆକ୍ରମଣ…

ପୁଟିନଙ୍କ ହେଲିକପ୍ଟରକୁ ଡ୍ରୋନ ଟାର୍ଗେଟ, ଅଳ୍ପକେ ବର୍ତ୍ତିଲେ

ମସ୍କୋ: ଋଷିଆର କୁର୍ସ୍କର ସମ୍ବେଦନଶୀଳ ସୀମାବର୍ତ୍ତୀ ଅଞ୍ଚଳରେ ହେଲିକପ୍ଟରରେ ତଦାରଖ କରିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିମାନକୁ ଏକ ୟୁକ୍ରେନୀୟ ଡ୍ରୋନ୍ ଟାର୍ଗେଟ କରିଥିଲା। ଯେଉଁଥିରୁ ସେ ଅଳ୍ପକେ ବର୍ତ୍ତିଯାଇଥିବା ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ ଗିଲ୍‌ ଟେଷ୍ଟର ନୂଆ ଅଧିନାୟକ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲଙ୍କୁ ଭାରତୀୟ ଟେଷ୍ଟ ଦଳର ନୂତନ ଅଧିନାୟକ କରାଯାଇଛି। ଉପ-ଅଧିନାୟକ ଭାବରେ ରିଷଭ ପନ୍ତଙ୍କୁ ଚୟନ କରାଯାଇଛି। ମୁମ୍ବାଇରେ ଅନୁଷ୍ଠିତ ଏକ ବୈଠକରେ ଶନିବାର ବିସିସିଆଇ ଏହି ଘୋଷଣା କରିଛି। ଏହା ସହିତ ଇଂଲଣ୍ଡ ଗସ୍ତ ପାଇଁ…

ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ର ଗସ୍ତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଓ ଅପରେସନ ସିନ୍ଦୁରର ସଫଳତା ସମ୍ପର୍କରେ ବିଶ୍ଵ ସମୁଦାୟକୁ ଅବଗତ କରାଇବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ…

ୟୁକ୍ରେନ୍ ଡ୍ରୋନ୍ ମାଡ!, ଆକାଶରେ ହିଁ ବୁଲିଲା ଭାରତୀୟ ସାଂସଦଙ୍କ ବିମାନ

ନୂଆଦିଲ୍ଲୀ: ମସ୍କୋ ଆକାଶରେ ଘୁରି ବୁଲିଲା ଭାରତୀୟ ସାଂସଦଙ୍କ ବିମାନ । ପାକିସ୍ତାନ ପୋଲ୍ ଖୋଲିବାକୁ ରୁଷରେ ପହଞ୍ଚିଥିବା ଭାରତୀୟ ସାଂସଦଙ୍କ ପ୍ରତିନିଧିମଣ୍ଡଳୀଙ୍କ ବିମାନକୁ କିଛି ସମୟ ମସ୍କୋ ଆକାଶରେ ଘୁରିବାକୁ ପଡିଥିଲା । ପରେ ସବୁଜ ସିଗନାଲ ପାଇ ମସ୍କୋ…

ଭାରତୀୟ ଦୂତାବାସ ଅଧିକାରୀଙ୍କୁ ବହିଷ୍କାର କଲା ପାକିସ୍ତାନ

ପାକିସ୍ତାନସ୍ଥିତ ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଗୁରୁବାର ଘୋଷଣା କରିଛନ୍ତି ପାକ୍‌ ସରକାର। ଭାରତର କାର୍ଯ୍ୟାନୁଷ୍ଠାନର ବିରୋଧରେ ପାକିସ୍ତାନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୁଧବାର ପାକିସ୍ତାନ ଦୂତାବାସର ଆଉ ଜଣେ ଅଧିକାରୀଙ୍କୁ ବହିଷ୍କାର କଲା ଭାରତ। ଆଜି…

ଟ୍ରମ୍ପଙ୍କ ଗୋଲଡେନ୍ ଡୋମ୍.ରେଞ୍ଜରେ ପୂରା ଦୁନିଆ

ନୂଆଦିଲ୍ଲୀ: ଆମେରିକା ଏୟାରସ୍ପେସ୍ ହେବ ଅଭେଦ୍ୟ । ପ୍ରସ୍ତୁତ ହେବାକୁ ଯାଉଛି ଗୋଲଡେନ୍ ଡୋମ୍ । ବାଲିଷ୍ଟିକ୍, ହାଇପରସୋନିକ୍ ଓ କ୍ରୁଜ ମିସାଇଲକୁ କରିବ ନଷ୍ଟ । ରେଞ୍ଜରେ ପୂରା ଦୁନିଆ । ଆମେରିକା ତିଆରି କରିବ ବିଶ୍ବର ସବୁଠୁ ଶକ୍ତିଶାଳୀ…

ତୁର୍କୀକୁ ନିଜର ସୀମା ଦେଖାଇଲା ଭାରତ, କେବେ ଭାବିନଥିବ ଏମିତି କରିପାରେ ମୋଦି ସରକାର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ତୁର୍କୀ ଶତ୍ରୁଦେଶକୁ ଖୋଲାଖୋଲି ସମର୍ଥନ କରିଥିଲା। ଏହାର ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ବ୍ୟବସାୟୀ, ଗ୍ରାହକ ଓ କମ୍ପାନୀଗୁଡ଼ିକ ତୁର୍କୀର ବିଭିନ୍ନ ଉତ୍ପାଦକୁ ବୟକଟ ବା ବର୍ଜନ କରିବା ଆରମ୍ଭ କରିଛନ୍ତି।…