ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବେ ପଦୋନ୍ନତି ଦେଲା ପାକିସ୍ତାନ
ଇସଲାମାବାଦ: ଆଜି ପର୍ଯ୍ୟନ୍ତ ଯେତେଥର ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ ହୋଇଛି ସେତେଥର ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ପାକିସ୍ତାନୀ ସେନା ନିଜ ୟୁନିଫର୍ମ ଉପରେ ଗୋଟେ ପରେ ଗୋଟେ ପଦକ ବଢ଼ାଇବାରେ ଲାଗିଛି।…
