ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଭାରତ ଠାରୁ ୪୭ ରନରେ ଆଗୁଆ ଅଷ୍ଟ୍ରେଲିଆ
ତୃତୀୟ ଟେଷ୍ଟରେ ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଭାରତ ଠାରୁ ୪୭ ରନର ଆଗରେ ଅଷ୍ଟ୍ରେଲିଆ। ଭାରତର ପ୍ରଥମ ଇନିଂସରେ କରିଥିଲା ୧୦୯ ରନ୍ । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ସ୍କୋର ୧୫୬/୪ । ଜାଡେଜା ହାସଲ କରିଥିଲେ…
ତୃତୀୟ ଟେଷ୍ଟରେ ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଭାରତ ଠାରୁ ୪୭ ରନର ଆଗରେ ଅଷ୍ଟ୍ରେଲିଆ। ଭାରତର ପ୍ରଥମ ଇନିଂସରେ କରିଥିଲା ୧୦୯ ରନ୍ । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ସ୍କୋର ୧୫୬/୪ । ଜାଡେଜା ହାସଲ କରିଥିଲେ…
ମାର୍ଚ୍ଚ ୧ରେ ଭାରତ ଆସିବେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ…
ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂନର୍ବାର ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଆମେରିକା ସହିତ ହୋଇଥିବା ପରମାଣୁ ଅସ୍ତ୍ର ରାଜିନାମାକୁ ରୁଷ୍ ବାତିଲ କରିବାର ଦିନକ ପରେ ପୁଟିନ ଏହି ଧମକ ଦେଇଛନ୍ତି।…
ମସ୍କୋ,୨୩ ।୨: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ ଆସନ୍ତା ମାସର ଆରମ୍ଭରେ ଭାରତ ଯାତ୍ରାରେ ଆସିବେ । ତାଙ୍କର ଏହି ୩ ଦିନିଆ ଭାରତ ଗସ୍ତ ସମୟରେ ସେ ୧ ଓ ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ଜି୨୦ ବୈଦେଶିକ…
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ମନରେଗା ପାଣ୍ଠି ଆବଣ୍ଟନ ଉପରେ ବିତର୍କ କରିବା ଲାଗି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ କଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳ…
ରାଜ୍ୟରେ ଜଣେ କ୍ଯାବିନେଟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ପୋଲିସର ସଂପୃକ୍ତି ସତ୍ତ୍ୱେ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ଚୁପ୍। ଯାହା ଫଳରେ ରାଜ୍ୟରେ ବଢି ଚାଲିଥିବା ଅରାଜକତା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଆଜି ଅନୁଗୋଳ ଜିଲ୍ଲା ବିଜେପି…
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ ନୂଆହତା ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ…
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ ବୁଢ଼ାପଙ୍କ ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ…
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ସ୍ଥିତ ମୋନାଲିସା ମୋଟର୍ସରେ ଆଜି ମୋଟର୍ସର ଫାଉଣ୍ଡେସନ ଦିବସ ଅବସରରେ ଆଜି ସପ୍ତମ ରକ୍ତଦାନ ଶିବିର ସମ୍ବାଦ ଆମ ଏବଂ ମୋନାଲିସା ମୋଟର୍ସ ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ…
ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମ ଚାଇଁପାଳ ଅଞ୍ଚଳର ସୁରେନ୍ଦ୍ର ଦାସଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ବଅଁରପାଳ ଥାନାରେ ଅଭିଯୋଗ । ଥାନା ପକ୍ଷରୁ ସୂଚନା ଅନୁଯାୟୀ ପୂର୍ବାହ୍ନ ୯ ଘଟିକା ୩୦ ମିନିଟ ସମୟରେ ନିଜ ଘର ରାସ୍ତା ଦେଇ ଯିବା…