Category: International

ମୃତ୍ୟୁସଂଖ୍ୟା ୫ ହଜାର୍ ପାର୍ – ତୁର୍କୀ

୨୪ ଘଣ୍ଟା ଭିତରେ ପୁଣି ଥରିଲା ତୁର୍କୀ । ମୃତ୍ୟୁସଂଖ୍ୟା ୫ ହଜାର୍ ପାର୍ । ୧୫ ହଜାରରୁ ଅଧିକ ଲୋକ ଆହତ।ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ତିନି ମାସ ଯାଏ ଜରୁରୀ ସ୍ଥିତି ଘୋଷଣା କଲେ ତୁର୍କୀ ରାଷ୍ଟ୍ରପତି, ନିୟୋଜିତ ହେବେ…

୨୦୨୩-୨୪ କେନ୍ଦ୍ର ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ରେଳ ଅନୁଦାନ

ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ ୨୦୨୩-୨୪ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି…

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ 

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ କଟକ : ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱ।ଇ ଚନ୍ଦ୍ରଚୂଡ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିଛନ୍ତି। ସମ୍ବଲପୁର, ଗଞ୍ଜାମ ଜିଲ୍ଲାର…

ପର୍ଯ୍ୟଟନ ଜରିଆରେ ସମୃଦ୍ଧ ହେଉଛି ସ୍ଥାନୀୟ ଅର୍ଥନୀତି।

ରାଜ୍ୟର ଐତିହ୍ୟ ଓ ତୀର୍ଥକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କୋରାପୁଟର ଗୁପ୍ତେଶ୍ୱର ମନ୍ଦିର, ସାବରୀ ନଦୀଘାଟ, ଦମୟନ୍ତୀ ସାଗର ଓ ଜଗନ୍ନାଥ ସାଗର ପରିଦର୍ଶନ କରି କାର୍ଯ୍ୟର…

ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ 

ଜଗତସିଂହପୁର ବ୍ଲକ୍ ପଳାଶୋଳ ପଞ୍ଚାୟତ ଗୋପଲ ଗ୍ରାମ ଛ ନମ୍ବର ୱାର୍ଡ ର ଚନ୍ଦ୍ରମଣି ନାୟକଙ୍କ ଘର ପୋଡ଼ିଯିବା ଦ୍ଵାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ଆସବାସ ପତ୍ର ସମ୍ପୂର୍ଣ ଜଳି ପାଉଁଶ ହୋଇ ଯାଇଥିଲା | ଏ ଖବର ପାଇ…

ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମ ପଞ୍ଚାୟତ ପାଖରେ ଥିବା ବ୍ରହ୍ମାଣୀ ଟ୍ରକ ୱେଲଫେଆର ଆସୋସିଏସନ ଠାରେ ଆଖପାଖ ଗ୍ରାମର ବିଭିନ୍ନ ସମସ୍ଯାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟ୍ରକ୍ ଆସୋସିଏସନ ର ସଭାପତି…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍ଘାଟିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ଜନତା ମଇଦାନରେ ଉଦ୍ଘଟିତ ହୋଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାରିଗର ଓ ବୁଣାକାରମାନଙ୍କ ଉଦ୍ଦେଶ୍ୟରେ…

ଭିଜିଲାନ୍ସ ଜାଲରେ ସିନିୟର ଲାବୋରେଟୋରୀ ଟେକ୍ନିସିଆନ,

ଆଜି ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ,ସିନିୟର ଲାବୋରେଟୋରୀ ଟେକ୍ନିସିଆନ,ସିଏଚସି,ତରଭା,ସୁବର୍ଣ୍ଣପୁର,ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କର ଓ ଅନ୍ୟ ୫୯ ଗରିବଗ୍ରାମବାସୀଙ୍କର(@ ₹୧୫୦)ଲ୍ୟାବ ମେଡିକାଲ ପରୀକ୍ଷାରିପୋର୍ଟ ପ୍ରଦାନପାଇଁ(ସରକାରୀଭାବେ ସିଏଚସିରେ ମାଗଣା ଅଟେ)₹୯,୦୦୦/ଟଙ୍କା ଲାଞ୍ଚନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହେଇଛନ୍ତି l Post Views: 13

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ବନ ବିଭାଗ ଅବହେଳା ଯୋଗୁଁ ଘଟିଛି ଘଟଣା ବୋଲି ପରିବାର ଲୋକେ ଆଣିଲେ ଅଭିଯୋଗ। ଅନୁଗୋଳ ବ୍ଲକ ଅନ୍ତର୍ଗତ ବସଲା ପଞ୍ଚାୟତ ବଉଳି ନାଳ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଥିବା କରିଛନ୍ତି ।ମୃତ ବ୍ୟକ୍ତି ଜଣକ ହେଲେ…

You missed