ସିଆଇଏସଏଫ୍ ୟୁନିଟ ଟିଏଫଏଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ
ସିଆଇଏସଏଫ୍ ୟୁନିଟ ଟିଏଫଏଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର କୁକୁଡ଼ାଙ୍ଗ ପଞ୍ଚାୟତ ର ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ସିଆଇଏସଏଫ୍ ୟୁନିଟ ଟିଏଫଏଲ ତାଳଚେର ତରଫରୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସହାୟକ କମାଣ୍ଡାଟ…
