Category: Latest News

ଭାରତୀୟ ସେନା କବ୍ଜାରେ ୨ ପାକିସ୍ତାନୀ ପାଇଲଟ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଗୁରୁବାର ବିଳମ୍ବିତ ରାତିରେ ପାକିସ୍ତାନ ଜମ୍ମୁରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହା ସହିତ ପାକିସ୍ତାନୀ ଯୁଦ୍ଧ ବିମାନଗୁଡ଼ିକ ମଧ୍ୟ ଭାରତୀୟ ସୀମାରେ ଆକ୍ରମଣ କରିବା ପାଇଁ…

ଜଳ ସ୍ଥଳ ଆକାଶ ସବୁ ସିଲ୍ଡ.ବଢ଼ିଲା ପାରାଦୀପ ବନ୍ଦର ସୁରକ୍ଷା

ନୂଆଦିଲ୍ଲୀ: ସାଂପ୍ରତିକ ପରିସ୍ଥିତି ମଧ୍ୟରେ ଏବେ ଜଳ ସ୍ଥଳ ଆକାଶ ସବୁ ଉପରେ ସୁରକ୍ଷାର ଜାଲ ବିଛାଇଲେଣିି ସୁରକ୍ଷାକର୍ମୀ। ସବୁଠିି ହାଇ ଆଲର୍ଟ ସାଙ୍ଗକୁ କଟକଣା ଜାରି ହୋଇଛି। ବିଶେଷ କରି ଏବେ ଚେଇଁ ରହିଛି ଜଳ ପଥ। ଏହାରି ଭିତରେ…

ପାକିସ୍ତାନର ୮ ମିସାଇଲକୁ ମାରି ଖସାଇଲା ଭାରତ

ପାକିସ୍ତାନର ୮ ମିସାଇଲକୁ ମାରି ଖସାଇଲା ଭାରତ । S400 ପୋଖରାନରେ ମିସାଇଲ ମାରି ଖସାଇଲା ଭାରତ। ଆରଏସ୍‌ପୁରା, ଅରନିଆରେ ପାକିସ୍ତାନର ମିସାଇଲ ଖସାଇଲା ଭାରତ । ସତବାରୀ ଏବଂ ସାମ୍ବାରେ ପାକିସ୍ତାନର ମିସାଇଲ ଖସାଇଲା ଭାରତ। ପାକିସ୍ତାନର ୨ଟି ଫାଇଟର…

IPL 2025: ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ

ଆଇପିଏଲ ସସପେଣ୍ଡ । ଆଇପିଏଲ ୨୦୨୫ ସସପେଣ୍ଡ କଲା ବିସିସିଆଇ । ଭାରତ-ପାକିସ୍ଥାନ ଉତ୍ତେଜନା ଭିତରେ ବିସିସିଆଇ ଏହି ବଡ ନିଷ୍ପତ୍ତି ନେଇଛି। ଏହି ଘଟଣା ଧର୍ମଶାଳାରେ ପଞ୍ଜାବ କିଙ୍ଗସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିବା ମ୍ୟାଚ ସୁରକ୍ଷା ସମସ୍ୟା…

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ।; ଲାଇଭ୍‌ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ

ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଲାଇଭ୍‌ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ।ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ପ୍ରସାରଣରୁ ଦୂରରେ ରୁହନ୍ତୁ। ସୂତ୍ର ଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଭାରତ…

ବଡ ନିଷ୍ପତ୍ତି ନେଲେ ସରକାର: ଜମ୍ମୁରୁ ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା,ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ…

ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ, ରାଜ୍ୟଗୁଡ଼ିକୁ ଚିଠି ଲେଖିଲା ଗୃହ ମନ୍ତ୍ରଣାଳୟ

ପାକିସ୍ତାନ ସହିତ ଯୁଦ୍ଧ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ କ୍ଷେତ୍ରକୁ ପ୍ରବେଶ କରିଛି। ଆଜି ସକାଳେ ଭାରତୀୟ ସେନା ପାକିସ୍ତାନର ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି। ସେହି ସମୟରେ, ପାକିସ୍ତାନ ସୀମାରେ ଥିବା…

ଚାଷୀଙ୍କ ହକ୍ ମାରିବାକୁ ବସିଛନ୍ତି ବିଭିନ୍ନ ଖଣି କମ୍ପାନୀ, ଆରମ୍ଭ ହେଲାଣି ଆନ୍ଦୋଳନର ଶଙ୍ଖ ନାଦ କେନ୍ଦୁଝର- କେନ୍ଦୁଝର ଜିଲ୍ଲାରେ ଦ୍ୱିତୀୟ ବୃହତ୍ତମ ନଦୀ ବନ୍ଧ ଯୋଜନା ଦୀର୍ଘ ଦିନରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ।…

ଆଜି ବୈଶାଖ ମାସର ମୋହିନୀ ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ବୈଶାଖ ମାସର ମୋହିନୀ ଏକାଦଶୀ ନୀତି ପାଳନ କରାଯାଇଛି।ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର, ବଲ୍ଲଭ ଭୋଗ ଲାଗି କରାଯାଇଥିଲା, ସକାଳ…

ଶ୍ରୀ ଜଗନ୍ନାଥ ଙ୍କ ପଞ୍ଚ ରାତ୍ର ପ୍ରବଚନ ପରାୟଣ ଓ ବିଶ୍ୱ ଶାନ୍ତି ମହା ଯଜ୍ଞ

ଶ୍ରୀ ଜଗନ୍ନାଥ ଙ୍କ ପଞ୍ଚ ରାତ୍ର ପ୍ରବଚନ ପରାୟଣ ଓ ବିଶ୍ୱ ଶାନ୍ତି ମହା ଯଜ୍ଞ ଆଜି ରାତି ୮ ଟା ରେ ମଙ୍ଗଳପୁର ମଜୁରୀ ଛକ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ୧୯ ତମ ପଞ୍ଚ ରାତ୍ର ପ୍ରବଚନ…

You missed