Category: Latest News

ହଠାତ୍ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ!୩ ଘଣ୍ଟା ପରେ ଆହତ ଅବସ୍ଥାରେ ଉଦ୍ଧାର

ଜବଲପୁର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନ୍‌ରୁ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ଶନିବାର ରାତିରେ ଘଟିଥିଲା। ରବିବାର ସକାଳେ ସେ ଦମୋହରେ ତାଙ୍କ ସ୍ଥାନରେ ନଥିଲେ। ଏହା ଦେଖି ରେଳବାଇ ପକ୍ଷରୁ ତୁରନ୍ତ ଏକ…

୧୦ କିମ୍ବା ୧୧ରେ ପାକିସ୍ତାନ ଉପରେ ହମଲା !

୧୦ କିମ୍ବା ୧୧ରେ ପାକିସ୍ତାନ ଉପରେ ହମଲା ! ନୂଆଦିଲ୍ଲୀ: କେବେ ଆକ୍ରମଣ କରିବ ଭାରତ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭୟରେ ପାକିସ୍ତାନ । ଭାରତର ଜବାବୀ ଆକ୍ରମଣ ନେଇ ପାକିସ୍ତାନୀ ନେତା, ଡିପ୍ଲୋମାଟ ଓ ପତ୍ରକାର ଭିନ୍ନ ଭିନ୍ନ…

ସର୍ବନିମ୍ନ ମଜୁରୀ ବୃଦ୍ଧିଦାବିରେ ଏଲଇଓଙ୍କ ଅଫିସ୍ ସମ୍ମୁଖରେ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

ସର୍ବନିମ୍ନ ମଜୁରୀ ବୃଦ୍ଧିଦାବିରେ ଏଲଇଓଙ୍କ ଅଫିସ୍ ସମ୍ମୁଖରେ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା “ଏଲ୍ ଇ ଓ ଙ୍କ ”…

ସାରା ଦେଶରେ ମକ ଡ୍ରିଲ୍ ପୂର୍ବରୁ ମଙ୍ଗଳବାର ସକାଳେ ଗୃହ ମନ୍ତ୍ରଣାଳୟ ଡାକିଲା ଜରୁରୀ ବୈଠକ

ନୂଆଦିଲ୍ଲୀ: ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ ମଇ ୭ରେ ଅନୁଷ୍ଠିତ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ। ସାଧାରଣ ନାଗରିକ ଓ…

ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ

କୋଲକାତା: ଥମୁନି ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ। ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ସବୁଆଡୁ ବିରୋଧର ସୁଅ ଛୁଟୁଛି। ଏହାରି ଭିତରେ ଦୀଘା ମନ୍ଦିରରୁ…

କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ

ଭୂବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦ କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତା ଠାରେ…

କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ-ଚିକିତ୍ସା ସେବା ଓ ଟ୍ରମା କେୟାର ଆରମ୍ଭ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଅନ୍ତଃ ଚିକିତ୍ସା ସେବା (In-Patient Service) ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମାନଙ୍କର ଉତ୍ତମ ଚିକିତ୍ସା…

ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ ପାଳିତ

‘ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସଢେଙ୍କାନାଳ ସହର କୈବଲ୍ୟ ବଜାରସ୍ଥିତ ଓଡିଶା ସରକାରଙ୍କ ‘ବୟନିକା’ର ୬୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ସର୍ବନିମ୍ନ ମଜୁରୀ ସୁନିଶ୍ଚିତ ନେଇ ଅଳ ଭାରତୀୟ ଟ୍ରେଡ୍ ୟୁନିୟନ୍ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସର୍ବନିମ୍ନ ମଜୁରୀ ସୁନିଶ୍ଚିତ ନେଇ ଅଳ ଭାରତୀୟ ଟ୍ରେଡ୍ ୟୁନିୟନ୍ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସାମ୍ପ୍ରତିକ ଅବସ୍ଥାରେ ଜଣେ ଶ୍ରମିକଙ୍କ ନିମନ୍ତେ ଆଇନ୍ ସମ୍ମତ ସର୍ବନିମ୍ନ ମଜୁରୀ ପ୍ରଦାନ ବଡ ପ୍ରଶ୍ନ, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦର ଦିନକୁ…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ/କଣିହାଁ,ତା.୦୫.୦୫:- ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କଣିହାଁ ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ…