Category: Latest News

୬ ସାଇବର ଲୁଟେରା ଗିରଫ; ୪ ଲକ୍ଷରୁ ଅଧିକ ଟଙ୍କା ଜବତ

କଟକ: କମିଶନରେଟ ପୋଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଲୁଟେରାଙ୍କଠାରୁ ମୋବାଇଲ ଫୋନ ଏବଂ ଏଟିଏମ୍‌…

‘ଦେଶବାସୀ ଯାହା ଚାହୁଁଛନ୍ତି, ତାହା ହେବ’, ପାକିସ୍ତାନକୁ ରାଜନାଥ ସିଂଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ପହଲଗାମ…

ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକୋତ୍ସବର ପୂର୍ଣାହୁତି

ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକୋତ୍ସବର ପୂର୍ଣାହୁତି ଢେଙ୍କାନାଳ ସ‌ହର ଟାଉନ୍‌ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ତିନି ଦିନ ଧରି ଚାଲିଥିବା ୧୫ତମ ବାର୍ଷିକ ଉତ୍ସବର ପୂର୍ଣାହୁତ ଅନୁଷ୍ଠିତ ହୋଇଯାଇଅଛି । ୨ ତାରିଖରେ ଅନୁଷ୍ଠିତ ହୋଇଥିବା କଳସ…

ଧଳାଜହର କବଜାରେ ଯୁବପିଢ଼ୀ – ସଚେତନତା ଆବଶ୍ୟକ

ଧଳାଜହର କବଜାରେ ଯୁବପିଢ଼ୀ ତାଳଚେର, ୦୪/୦୫ ସହରରେ ଧଳାଜହର ବା ବ୍ରାଉନସୁଗାର କବଳରେ ଏବେ ସହରର ଯୁବପିଢ଼ୀ । ଏହାର ପ୍ରଭାବରେ ଯୁବ ଓ ଛାତ୍ରଗୋଷ୍ଠୀ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ପୋଲିସର ବାରମ୍ବାର ଚଢ଼ାଉ ସତ୍ୱେ ଏହି ନିଶାରେ ଲାଗି…

ମାଟ୍ରିକ ଟପ୍ପର ତାଳଚେର ସମୀକ୍ଷା ସାହୁ : ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ

ମାଟ୍ରିକ ଟପ୍ପର ତାଳଚେର ସମୀକ୍ଷା ସାହୁ : ବିଭିନ୍ନ ମହଲରୁ ଶୁଭେଚ୍ଛାର ସୂଅ ତାଳଚେର, ୦୪/୦୫ ତାଳଚେର ବ୍ଳକ ଅନ୍ତର୍ଗତ ବଙ୍ଗୁ ଗ୍ରାମର ସୁଜନ ସାହୁଙ୍କ ଝିଅ ତାଳଚେର ଥର୍ମାଲ ଡ଼ିଏଭି ସ୍କୁଲର ସମୀକ୍ଷା ସାହୁ ଶତକଡ଼ା ୯୫.୫ ପ୍ରତିଶତ ଅର୍ଥାତ୍…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମରପ୍ରୀତ ସିଂଙ୍କ ସହ ଆଲୋଚନା କରୁଛନ୍ତି ମୋଦୀ। ଗତକାଲି ନୌସେନା ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏପି ସିଂହ…

ଗଞ୍ଜାମରୁ ବିପୁଳ ମାରଣାସ୍ତ୍ର ଜବତ,୧୮ଅପରାଧୀ ଗିରଫ

ଞ୍ଜାମ: ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣଙ୍କୁ ଗିରଫ କରିଛି । ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ…

ପ୍ରଶାସନିକ ସୀମା ପୁନର୍ଗଠନ: ଜୁନ ୩୦ ଶେଷ ତାରିଖ

ଭୃବନେଶ୍ୱର: ରାଜ୍ୟରେ ପ୍ରଶାସନିକ ସୀମା ପୁନର୍ଗଠନ ନେଇ ଜାରି ହେଲା ଶେଷ ସମୟସୀମା। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ ହେବା। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ତାଳଚେରରେ ବଡ଼ଧରଣର ଡ଼କାୟତି

ତାଳଚେରରେ ବଡ଼ଧରଣର ଡ଼କାୟତି ତାଳଚେର, ୦୪/୦୫ ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଂଚଳର ଅଶୋକ ଦାସଙ୍କ ଘରୁ ବୁଧବର ସନ୍ଧ୍ୟାରେ ଏକ ବଡ଼ ଧରଣର ଡ଼କାୟତି ହୋଇଯାଇଛି । ପରିବାର ଲୋକ ଏକ ବିଭାହ ଉତ୍ସବରେ ଯୋଗଦେଇଥିବା ବେଳେ ଦୁୃର୍ବୁତ ଘର…

ବ୍ରିଜ୍ କାମରେ ବ୍ୟାପକ ଅନିୟମିତତା ୬ମାସ ନପୁରୁଣୁ ନୂତନ ସରାଙ୍ଗ ଵ୍ରିଜ୍ ରେ ଗର୍ତ

ବ୍ରିଜ୍ କାମରେ ବ୍ୟାପକ ଅନିୟମିତତା ୬ମାସ ନପୁରୁଣୁ ନୂତନ ସରାଙ୍ଗ ବ୍ରିଜରେ ଗର୍ତ ତାଳଚେର, ୦୪/୦୫ ତାଳଚେର ପର୍ଜଙ୍ଗକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୩ ସନ୍ଥପଡ଼ା ବ୍ରାହ୍ମଣୀ ନଦୀ ଉପରେ ପ୍ରାୟ ୯ଶହ ମିଟର ଲମ୍ବ ନୂତନ ସେତୁ ପାଖାପାଖି…