Category: Latest News

କାଳ ବୈଶାଖୀ ବର୍ଷାରେ ଧସିଲା କେନାଲ ରାସ୍ତା

କାଳ ବୈଶାଖୀ ବର୍ଷାରେ ଧସିଲା କେନାଲ ରାସ୍ତା ତାଳଚେର, ୦୪/୦୫ କାଳବୈଶାଖୀ ବର୍ଷା ଜନିତ ତାଳଚେର ସହରର ଆଖପାଖ ଅଂଚଳ ଗୁଡ଼ିକରେ ବର୍ଷା ପାଣି ଜମାଟ ବାନ୍ଧିବା ଯୋଗୁଁ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି । କିଛି ଅଂଚଳ…

ବଳରାମ ଙ୍କର ଚନ୍ଦନ ଲାଗି ବେଶ ଚାଲୁ ରହିଛି

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ବଳରାମ ଙ୍କର ଚନ୍ଦନ ଲାଗି ବେଶ ଚାଲୁ ରହିଛି । ଏହି ଚନ୍ଦନ ଲାଗି ବେଶ ଅଖିତୃତୀୟା ଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିବ। ଖେଚେଡ଼ି ଭୋଗ…

ହନୁମାନ ବାଟିକାରେ ହନୁମାନଙ୍କର ୧୭ତମ ବାର୍ଷିକୋତ୍ସବ ପାଳିତ

ହନୁମାନ ବାଟିକାରେ ହନୁମାନଙ୍କର ୧୭ତମ ବାର୍ଷିକୋତ୍ସବ ପାଳିତ ଢେଙ୍କାନାଳ ସ‌ହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ହନୁମାନଙ୍କର ୧୭ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ…

ଜନସେବକ ଓଡିଶାଙ୍କ ଦ୍ଵାରା ଜଳଛତ୍ର

*ଜନସେବକ ଓଡିଶାଙ୍କ ଦ୍ଵାରା ଜଳଛତ୍ର* ହିନ୍ଦୋଳ – ଆଜି ୪ ମେ ୨୦୨୫ ରବିବାର ହିନ୍ଦୋଳ ଖଜୁରିଆକଟା ବସଷ୍ଟାଣ୍ଡ ଠାରେ ଜନସେବକ ଓଡିଶା ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଏକ ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ବିଶିଷ୍ଟ ଚିତ୍ରଶିଳ୍ପୀ ଦିବଂଗତ କୁଳମଣି ବେହେରାଙ୍କ ଏକାଦଶାହରେ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି

ବିଶିଷ୍ଟ ଚିତ୍ରଶିଳ୍ପୀ ଦିବଂଗତ କୁଳମଣି ବେହେରାଙ୍କ ଏକାଦଶାହରେ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି ଯାଜପୁର_ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତର କଣଛନ୍ଦା ଗ୍ରାମର ବିଶିଷ୍ଟ ସମାଜସେବୀ, ଚିତ୍ରଶିଳ୍ପୀ ଦିବଂଗତ କୁଳମଣି ବେହେରାଙ୍କ ଏକାଦଶାହରେ ସ୍କୁତିସଭା ଅନୁଷ୍ଠିତ ହୋଇଯାଇଛି।…

ଅଟାରୀ-ୱାଘା ସୀମା ଖୋଲିଲା ପାକିସ୍ତାନ; ସ୍ବଦେଶ ଫେରିଲେ ୨୧ ନାଗରିକ

ନୂଆଦିଲ୍ଲୀ: ଶୁକ୍ରବାର ଅଟାରୀ-ୱାଘା ସୀମା ଖୋଲିଛି ପାକିସ୍ତାନ । ଫଳରେ ଭାରତ ସରକାରଙ୍କ ଦ୍ୱାରା ସ୍ୱଳ୍ପକାଳୀନ ଭିସା ପ୍ରତ୍ୟାହାର ପରେ ଭାରତ ପଟେ ଫସି ରହିଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଫେରିଛନ୍ତି । ଗୁରୁବାର ଅଟାରୀ-ୱାଘା ବନ୍ଦ କରିଦେଇଥିଲା ପାକିସ୍ତାନ,…

ରାଜ୍ୟରେ ହେବ ଆଉ ୬ଟି ନୂଆ ହୋଟେଲ୍‌ ଏବଂ ରିସର୍ଟ

ଭୂବନେଶ୍ବର: ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ…

ମେଡିକାଲ୍‌ କଲେଜ୍ ସିଟ୍‌ ବିକ୍ରି; ୪ ଆନ୍ତଃରାଜ୍ୟ ଠକ ଗିରଫ

ଭୂବନେଶ୍ୱର: ଆସନ୍ତାକାଲି ନିଟ୍ ପରୀକ୍ଷା । ଏହାପୂର୍ବରୁ ହୋଟେଲରେ ମେଡିକାଲ କଲେଜ ସିଟ୍ ପାଇଁ ଚାଲିଥିବା ମୂଲଚାଲ । ଛିଣ୍ଡି ସାରିଥିଲା ରେଟ୍ । ମାତ୍ର ଠିକ୍ ସମୟରେ ପହଞ୍ଚିଗଲା କମିଶନରେଟ ପୋଲିସ । ଏହାପରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪…

ଏମ୍ସ ଭୁବନେଶ୍ୱରର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି

ଭୂବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଗତକାଲି ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ, ଡ. ବିଶ୍ୱାସ…

ଆସନ୍ତା ୨୦ରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଲେ ଶ୍ରମିକ ସଂଗଠନ

ଭୂବନେଶ୍ବର:ଆଗାମୀ ୨୦ ତାରିଖରେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି। ଶ୍ରମିକ ବିରୋଧୀ ପୁଞ୍ଜିପତି ସପକ୍ଷବାଦୀ ୪ ଶ୍ରମ କୋଡ୍ ବାତିଲ ସହିତ ଶ୍ରମିକ, କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଛାତ୍ର ଯୁବକ ତଥା ସମଗ୍ର ଦେଶବାସୀଙ୍କର ୧୭ ଦଫା…