Category: Latest News

ବ୍ରିଜ ଅଘଟଣ: ମୃତକଙ୍କ ପରିବାର ପିଛା ୫ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ: ଖାନ୍‌ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଆଜି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ…

୨ୟ ଥର ଏଫସି ଗୋଆ ହାତେଇଲା କଳିଙ୍ଗ ସୁପର କପ୍ ଟାଇଟଲ୍

ଭୂବନେଶ୍ୱର: କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହେଲା ଏଫସି ଗୋଆ । କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଥିଲା। ଏଫସି ଗୋଆ ଦଳ କଳିଙ୍ଗ ସୁପର କପ୍-୨୦୨୫ର…

ମୋଦିଙ୍କୁ ଭେଟିଲେ ନୌସେନା ମୁଖ୍ୟ, କିଛି ବଡ଼ ଯୋଜନା କରୁଛି କି ଭାରତ?

ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଭେଟିଛନ୍ତି। ତିନି ସେନାମୁଖ୍ୟଙ୍କ ସହ ବୈଠକର ଗୋଟିଏ ଦିନ ପରେ ପୁଣିଥରେ ନୌସେନା ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି…

ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ଘୋଷଣା, ଓଡ଼ିଶା ସରକାରଙ୍କ ଆପତ୍ତିକୁ ସମର୍ଥନ କଲା ବେଙ୍ଗଲ ବିଜେପି

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ନିର୍ମିତ ନୂଆ ଜଗନ୍ନାଥ ମନ୍ଦିର, ଯାହାକୁ ଆନୁଷ୍ଠାନିକ ଭାବେ ‘ଶ୍ରୀ ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର’ ନାମେ ଅଭିହିତ କରାଯାଇଛି, ସେହି ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ନେଇ ଓଡ଼ିଶା ସରକାରଙ୍କ…

ମ୍ୟାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଟପ୍ପର ହେଲେ ସମୀକ୍ଷା ମହାନ୍ତି

ମ୍ୟାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଟପ୍ପର ହେଲେ ସମୀକ୍ଷା ମହାନ୍ତି।ମ୍ୟାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲ୍ଲା ଟପ୍ପର ହେଲେ ଖଣିଜ ବହୁଳ ଭାବରେ ବେଶ୍ ପରିଚିତ ବଡ଼ବିଲ ପୌରାଞ୍ଚଳରେ ରହୁଥିବା ଆଇନଜିବୀ ପ୍ରଦୀପ ମହାନ୍ତି ଙ୍କ ସୁପୁତ୍ରି ସମୀକ୍ଷା ମହାନ୍ତି ସେ 573ନମ୍ବର୍…

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ

ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ…

ଢେଙ୍କାନାଳ ମୁସଲିମ୍ ସୋସାଇଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପହଲ୍ ଗାଓ ଠାରେ ହୋଇଥିବା ନରସଂହାର ର ଏକ ନିଦା ପ୍ରସ୍ତାବ ଗୃହୀତ

ଅଦ୍ୟ ତା ୨.୫.୨୫ ରିଖ ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଜାମା ମସଜିଦ ପ୍ରାଙ୍ଗଣ ରେ ଢେଙ୍କାନାଳ ମୁସଲିମ୍ ସୋସାଇଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପହଲ୍ ଗାଓ ଠାରେ ହୋଇଥିବା ନରସଂହାର ର ଏକ ନିଦା ପ୍ରସ୍ତାବ…

ଶନିଶ୍ଚର ଦେବଙ୍କର ସପ୍ତମ ଜନ୍ମ ବାର୍ଷିକୀର ପୂର୍ଣ୍ଣାହୁତି

ଶନିଶ୍ଚର ଦେବଙ୍କର ସପ୍ତମ ଜନ୍ମ ବାର୍ଷିକୀର ପୂର୍ଣ୍ଣାହୁତି ଢେଙ୍କାନାଳ ରାଧାକୃଷ୍ଣ ବଜାରରେ ଥିବା ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କର ସପ୍ତମ ଜନ୍ମ ବାର୍ଷିକ ଉତ୍ସବର ପୂର୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଗତ ଅକ୍ଷୟତୃତୀୟା ଦିନ ସ୍ଥାନୀୟ ବଡଯୋରା ଠାରୁ ପୂଜା ଅର୍ଜନା…

ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା

ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକୋତ୍ସବ ଉପଲକ୍ଷେ କଳସ ଯାତ୍ରା ଢେଙ୍କାନାଳ ସ‌ହର ଟାଉନ୍ ପ୍ଲାନିଂ ଅଫିସ୍ ଛକ ଠାରେ ଶନିଶ୍ଚର ଦେବଙ୍କ ୧୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କଳସ ଯାତ୍ରାରେ ୧୦୦ରୁ ଉର୍ଦ୍ଧ…

ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସ୍କୁତିଚାରଣ ସଭା ଅନୁଷ୍ଠିତ

ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସ୍କୁତିଚାରଣ ସଭା ଅନୁଷ୍ଠିତ ରାଜକନିକା___ ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ପଞ୍ଚାୟତର ନରସିଂହପୁର ଗ୍ରାମର ଜନମାନସର କିମ୍ବଦନ୍ତୀ ପୁରୁଷ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ଦାଶଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍କୂତିସଭାରେ ଅତିଥି…