Category: Latest News

ଏମସିଏଲ କେନ୍ଦ୍ରୀୟଡାକ୍ତରଖାନା ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଜଳିଗଲା

ଏମସିଏଲ କେନ୍ଦ୍ରୀୟଡାକ୍ତରଖାନା ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଜଳିଗଲା ତାଳଚେର, ୩୦/୦୪ ଡେରାସ୍ଥିତ ଏମସିଏଲର କେନ୍ଦ୍ରୀୟ ଚିକିତ୍ସାଳୟ ତଥା ପବିତ୍ର ମୋହନ ସରକାରୀ ଚିକିତ୍ସାଳୟ ପରିସରରେ ଥିବା ଏକ କ୍ୱାର୍ଟରରେ ବିଦ୍ୟୁତ୍ ସର୍ଟସର୍କିଟ ହୋଇ ନିଆ ଲାଗିଯିବାରୁ କ୍ୱାର୍ଟର ପ୍ରବେଶପଥରେ ଥୁବା…

ଆଜି ପବିତ୍ର ଆଖିତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚନ୍ଦନ ଯାତ୍ରା ଚାଲୁରହିବ

ଆଜି ପବିତ୍ର ଆଖିତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚନ୍ଦନ ଯାତ୍ରା ଚାଲୁରହିବ। ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ମଦନ ମୋହନ ଙ୍କୁ ପାଲିଙ୍କି ରେ ବିଜେ କରାଯାଇ । ଛତା ଛତ୍ରୀ…

ଢେଙ୍କାନାଳ କଲେଜ୍‌ ବାଇପାସ୍‌ସ୍ଥିତ ମା’ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି

ଢେଙ୍କାନାଳ କଲେଜ୍‌ ବାଇପାସ୍‌ସ୍ଥିତ ମା’ସୁନ୍ଦରଶୁଣୀ ଦେବୀଙ୍କର ଜନ୍ମ ଉତ୍ସବ ଓ ମହାଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଆଜି ମା’ଙ୍କର ରାଜରାଜେଶ୍ଵରୀ ବେଶ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଅଛି । ପ୍ରତ୍ୟେକ ଦିନ ସୂର୍ଯ୍ୟପୂଜା, ଗୋ-ପୂଜା, ଷୋଡଶ ଉପଚାର ପୂଜା, ଚଣ୍ଡୀ…

ନିଶାନିବାରଣ ସଚେତନତା ସାକାର କରିବା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଏକ ଲିଖିତ ନିବେଦନ ପତ୍ର

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଢାପଢା ଗ୍ରାମର ଅଧୁବାସୀମାନେ ନିଶାନିବାର ସଚେତନତା କାର୍ଯ୍ୟକ୍ରମ କରିବା ସହିତ ଏହାକୁ ସାକାର କରିବା ପାଇଁ ସରକାରୀ ସାହାଯ୍ୟ ନିମନ୍ତେ ଏକ ଲିଖୁତ ନିବେଦନ ପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର…

ସୁନା ଦୋକାନରେ ପ୍ରବଳ ଗ୍ରାହକଙ୍କ ଭିଡ଼

ପବିତ୍ର ଆଖିତୃତିୟା ଅବସରରେ ଶ୍ରୀ ଗଣେଶ ଯୁଏଲରସ୍ ଲକ୍ଷ୍ମୀ ବଜାର ଓ ଜବାହର ଚୋକ୍ ଠାରେ ଥିବା ସୁନା ଦୋକାନରେ ପ୍ରବଳ ଗ୍ରାହକଙ୍କ ଭିଡ଼ ଜମିଥିଲା । ୯୧୬ ହଲମାର୍କ ସୁନା ଗ୍ରାମ ପ୍ରତି ୮୫୦ ଟଙ୍କା ରିହାତି ରହିଥିବା ବେଳେ…

ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ଅକ୍ଷୀ ମୁଠି ଶୁଭାରମ୍ଭ ହେବା ସହ ପାଳିତ ହେଲା ଆଘରିଆ ଦିବସ

ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ଅକ୍ଷୀ ମୁଠି ଶୁଭାରମ୍ଭ ହେବା ସହ ପାଳିତ ହେଲା ଆଘରିଆ ଦିବସ କୁଚିଣ୍ଡା:୩୦/୪: ପବିତ୍ର ଅକ୍ଷି ତୃତୀୟ ଉପଲକ୍ଷେ ଆଜି ଅଖିଳ ଭାରତୀୟ ଅଘାରିଆ ସମାଜ,ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ସାନ ମୁଣ୍ଡାଲୋ ଇ ଠାରେ…

ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରେନକୁ ପବିତ୍ର ନଗର ଷ୍ଟେସନ୍ ପର୍ଯ୍ୟନ୍ତ ସଂପ୍ରସାରଣ ନିମନ୍ତେ ପ୍ରଗତି ପକ୍ଷରୁ ଦାବୀପତ୍ର

ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରେନକୁ ପବିତ୍ର ନଗର ଷ୍ଟେସନ୍ ପର୍ଯ୍ୟନ୍ତ ସଂପ୍ରସାରଣ ନିମନ୍ତେ ପ୍ରଗତି ପକ୍ଷରୁ ଦାବୀପତ୍ର ତାଳଚେର, ୩୦/୦୪ ତାଳଚେର-ପୁରୀ ମେମୁ ପାସେଞ୍ଜର ଟ୍ରେନକୁ ପବିତ୍ର ନଗର ଷ୍ଟେସନ୍ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ନିମନ୍ତେ ପ୍ରଗତି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ…

ଘରୁ ବାହାରିଲେ ବିପଦ : ଟ୍ରାଫିକ୍ ବ୍ୟବସ୍ଥାରେ ଆସୁନି ସୁଧାର!

ଘରୁ ବାହାରିଲେ ବିପଦ : ଟ୍ରାଫିକ୍ ବ୍ୟବସ୍ଥାରେ ଆସୁନି ସୁଧାର! ତାଳଚେର, ୩୦/୦୪ ତାଳଚେରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । କେତେବେଳେ କିଏ କୁଆଡ଼ୁ ମାଡ଼ିଆସିବ ଓ ଆଖି ପିଛୁଳାକେ ଜୀବନ ଚାଲିଯିବ ତାହା ଠଉରେଇବା କଷ୍ଟ । ରାସ୍ତା ମଝିରେ…

କାମଧନ୍ଦା ଅଭାବରୁ ସଙ୍କଟରେ ସ୍ୱର୍ଶ କାରିଗରଙ୍କ ଭବିଷ୍ୟତ

କାମଧନ୍ଦା ଅଭାବରୁ ସଙ୍କଟରେ ସ୍ୱର୍ଶ କାରିଗରଙ୍କ ଭବିଷ୍ୟତ ତାଳଚେର, ୩୦/୦୪ ସୁନାଦର ଦିନକୁ ଦିନ ମାତ୍ରାଧ‌ିକ ଭାବେ ବୃଦ୍ଧି ପାଇବା ସହ ସ୍ଵର୍ଶ ଅଳଙ୍କାର ବ୍ୟବସାୟରେ ରାଜକୋଟ୍, ବମ୍ବେ, ଗୁଜରାଟ, ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟର ବୈଷୟିକ ବଡ଼ ବଡ଼…

୮ଦଫା ଦାବିନେଇ ତାଳଚେର କୋଇଲା ଖଣି ମଜଦୂର ସଂଘର ପ୍ରତିବାଦ ସଭା

୮ଦଫା ଦାବିନେଇ ତାଳଚେର କୋଇଲା ଖଣି ମଜଦୂର ସଂଘର ପ୍ରତିବାଦ ସଭା ତାଳଚେର, ୨୯/୦୪ ତାଳଚେର କେ଼ାଇଲା ଖଣି ମଜଦୁୂର ସଂଘ ପକ୍ଷରୁ ଆଜି ତାଳଚେର ଜଗନ୍ନାଥ ଜିଏମ ଅଫିସ୍ ଆଗରେ ୮ଦଫା ଦାବିନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।…