Category: Latest News

ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ,ଅତାବିରା ଆନୁକୁଲ୍ୟରେ ଶିକ୍ଷା ସମ୍ମିଳନୀ ଓ ସ୍ବାଗତ ସମ୍ବର୍ଦ୍ଧନା”

“ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ,ଅତାବିରା ଆନୁକୁଲ୍ୟରେ ଶିକ୍ଷା ସମ୍ମିଳନୀ ଓ ସ୍ବାଗତ ସମ୍ବର୍ଦ୍ଧନା” ବରଗଡ:୧୬/୪(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଅତାବିରା ଦୂର୍ଗା ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ସମନ୍ୱିତ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଏକ…

ବିରାଟକାୟ ଅହିରାଜ ସାପକୁ କାବୁକଲେ ସ୍ନେକ ହେଲ୍ପଲାଇନର ସଦସ୍ୟ ରୁଦ୍ର

ବିରାଟକାୟ ଅହିରାଜ ସାପକୁ କାବୁକଲେ ସ୍ନେକ ହେଲ୍ପଲାଇନର ସଦସ୍ୟ ରୁଦ୍ର ହିନ୍ଦୋଳ :16/04/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ମାଧପୁର ପଂଚାୟତ ଅନ୍ତର୍ଗତ କୋଡିଭଙ୍ଗା ଇଲେକ୍ଟ୍ରି ସବଷ୍ଟେସନ ନିକଟରେ ଆଜି ଏକ ବିରାଟକାୟ ଅହିରାଜ ସାପକୁ ସ୍ଥାନୀୟ ଲୋକ କିଛି ଦେଖିଥିଲେ, ଏହି…

ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ନାରାୟଣପୁର: ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ। ଛତିଶଗଡ଼ ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ଏନ୍‌କାଉଣ୍ଟର। ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ସହ AK-47 ଜବତ ହୋଇଛି। ଏନକାଉଣ୍ଟର ନେଇ ସୂଚନା ଦେଲେ ବସ୍ତର ଆଇଜି। କୋଣ୍ଡାଗାଁରେ ପୋଲିସ ଓ ମାଓବାଦୀ ମଧ୍ୟରେ…

ଦିନକୁ ଦିନ ସମସ୍ୟାରେ ଛନ୍ଦି ହେଉଛି ତାଳଚେର ଉପଖଣ୍ଡକମୁଛି ଭୂତଳ ଜଳସ୍ତର, ବଢ଼ୁଛି ପାନୀୟ ଜଳସମସ୍ୟା

ଦିନକୁ ଦିନ ସମସ୍ୟାରେ ଛନ୍ଦି ହେଉଛି ତାଳଚେର ଉପଖଣ୍ଡକମୁଛି ଭୂତଳ ଜଳସ୍ତର, ବଢ଼ୁଛି ପାନୀୟ ଜଳସମସ୍ୟା ତାଳଚେର, ୧୪/୦୪ କିଛି ବର୍ଷ ହେବ ଭୂତଳ ଜଳସ୍ତର କମୁଥିବା ବେଳେ ପାନୀୟଜଳ ସମସ୍ୟା ଏହି ଅଂଚଳରେ ବୃଦ୍ଧି ପାଇବାର ଦେଖାଯାଉଛି । ଏନେଇ…

ହାଲୁକା ବର୍ଷାରେ ତାଳଚେର ସହର ବେହାଲଜବରଦଖଲକାରୀଙ୍କ କବଜାରେ ଦାମୀ ସରକାର ଜମି, ହେଉନି ପ୍ରତିକାର

ହାଲୁକା ବର୍ଷାରେ ତାଳଚେର ସହର ବେହାଲଜବରଦଖଲକାରୀଙ୍କ କବଜାରେ ଦାମୀ ସରକାର ଜମି, ହେଉନି ପ୍ରତିକାର ତାଳଚେର, ୧୫/୦୪ ଇଏ କେଉଁ ଉପାନ୍ତ ଅଂଚଳ ନୁହଁ କିମ୍ବା ଗାଁଗଣ୍ଡା ନୁହଁ, ଖୋଦ୍ ତାଳଚେର ସହର ମଧ୍ୟରେ ସରକାରୀ ଜମି, ହୋତା, ନାଳ, ପୋଖରୀ…

ସଙ୍କଟ ମୋଚନ ହନୁମାନ ଜୟନ୍ତୀ,ପଞମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ସଙ୍କଟ ମୋଚନ ହନୁମାନ ଜୟନ୍ତୀ,ପଞମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଯାଜପୁର __ ଯାଜପୁର ଜିଲ୍ଲା ବରି ବ୍ଳକ ଅନ୍ତର୍ଗତ ମନ୍ଦାରି ପଞ୍ଚାୟତର ମେଦୁଆକୁଳ ଠାରେ ଥିବା ସଙ୍କଟ ମୋଚନ ହନୁମାନ ଜୟନ୍ତୀର ପଞମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ହନୁମାନ…

୪ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏସଆଇ

ନୟାଗଡ଼: ଏଫଆଇଆର ରଖିବାକୁ ଜଣେ ମହିଳାଙ୍କ ଠାରୁ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଏସଆଇ । ଗିରଫ ଏସଆଇ ଜଣକ ହେଉଛନ୍ତି ନୟାଗଡ଼ ଶରଣକୂଳ ଥାନା ଏସଆଇ ରାଜେଶ ଶ୍ରୀଚନ୍ଦନ। ଖବରମୁତାବକ, ମୋନାଲିସା ଦାସ ନାମକ ଜଣେ ମହିଳା…

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୨୫ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ

ଭୂବନେଶ୍ବର:ଏଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ଏଆଇସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲ୍ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ଘୋଷଣା କରିଛନ୍ତି। ଘୋଷଣା କରାଯାଇଥିବା ଓଡ଼ିଶା ରାଜନୈତିକ ବ୍ୟାପାର କମିଟିରେ ୨୫ ଜଣ ସଦସ୍ୟ ରହିଛନ୍ତି ।…

୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

ଭୂବନେଶ୍ୱର, ୧୬/୦୪ : ବିଜେଡି ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ରାଜ୍ୟ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଏହି ଘୋଷଣା କରିଛନ୍ତି । ଆଜି ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଜିଲ୍ଲା…

ଏ ବି ଏସ୍ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳନ

ଏ ବି ଏସ୍ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜୟନ୍ତୀ ପାଳନ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ଗ୍ରାମ ପଞ୍ଚାୟତ ଖେଳ ପଡ଼ିଆ ଠାରେ ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମ ରାଓ ରାମଜୀ…